ଏସିବିରେ ଦୁଇ କରେନା ସନ୍ଦିଗ୍ଧ ଭର୍ତ୍ତି

0
288

କାୟା ମେଲାଉଛି କରୋନା। ଭାରତରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛି । ଏପରିସ୍ଥିତିରେ କରୋନା ରୋଗର ଲକ୍ଷ୍ୟଣ ଦେଖାଯିବାରୁ କଟକ ବଡ ମେଡିକାଲରେ ୨ଜଣଙ୍କୁ ଭର୍ତ୍ତି କରାଯାଇଛି । ତେବେ ରାଜ୍ୟରୁ ସମୁଦାୟ ୫ଜଣଙ୍କର ନମୁନା ଭାଇରଲୋଜି ଲ୍ୟାବକୁ ପଠା ଯାଇଥିବାବେଳେ ସେଥିରୁ ୪ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଡିଏମଇଟ୍ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here