ବସ୍‌କୁ ୧୩ଲକ୍ଷ୫୦ ହଜାର ଟଙ୍କା ଫାଇନ୍‌…

0
384
bbm
bbm

ଆଚିଭରର୍ସ ନ୍ୟୁଜ୍‌: ରାଜ୍ୟରେ ମାର୍ଚ୍ଚ ପହିଲାରୁ କଡକଡି ଭାଗେ ଟ୍ରାଫିକ୍ ନିୟମ ଲାଗୁ କରାଯାଇଛି । ଯେଉଁମାନେ ଆଇନ୍ ଅମାନ୍ୟ କରୁଛନ୍ତି ସେମାନେ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣୁଛନ୍ତି । ଆଜି ବାଲେଶ୍ୱରର ଆରଟିଓ ପକ୍ଷରୁ ଚେକିଂ କରାଯାଇ ଗୋଟିଏ ବସ୍‌ରୁ ୧୩ଲକ୍ଷ ୫୦ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଛି । ଭୁବନେଶ୍ୱରରୁ ବାଲେଶ୍ୱରରୁ ଆସୁଥିବା ଏକ ଘରୋଇ ବସ୍‌ରେ ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌, ପରମିଟ୍ ଭଳି କାଗଜ ପତ୍ର କଂଟ ମାର୍ଚ୍ଚ ପହିଲାରୁ ଶେଷ ହୋଇଯାଇଥିବାରୁ ବସ୍ ମାଲିକଙ୍କୁ ୧୩ଲକ୍ଷ ୫୦ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଛି । ସୂଚନାନୂସାରେ ରାଜ୍ୟରେ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ କରାଯାଇଥିଲା । ପରେ ୬ମାସ ପାଇଁ କୋହଳ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here