ଲୋକାର୍ପିତ ହେଲା ସମ୍ ଅଲ୍ଟିମେଡିକେୟାର(ସମ୍ମମ୍‌)

0
218
bbm
bbm

ଆଚିଭରର୍ସ ନ୍ୟୁଜ୍‌: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାର ଆଉ ଏକ ପାଦ । ପୂର୍ବଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସେପ୍ସାଲିଷ୍ଟ ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର ଲୋକର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ସାରାଦେଶରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ହସ୍ପିଟାଲ ସ୍ଥାପନ କରାଯାଇଛି । ରୋଗୀଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣିବା ସମ୍ମମର ମୂଳ ଲକ୍ଷ୍ୟ । ୯ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ ପ୍ରୟୋଗରେ ରୋଗୀ ସେବା କରିବା ଏହାର ଲକ୍ଷ୍ୟ ରହିଛି ବୋଲି ସମ୍‌ର ପ୍ରତିଷ୍ଠାତା ଅଭିଭାଷଣରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here