ଅଯୋଧ୍ୟାରେ ରାମମନ୍ଦିର ପାଇଁ ଆଜି ପ୍ରଥମ ବୈଠକ

0
123
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଅଯୋଧ୍ୟରେ ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ସୁପ୍ରିମକୋର୍ଟଙ୍କ ଆଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ହେବ । ଏହି ବୈଠକରେ ମନ୍ଦିର ନିର୍ମାଣ ଆରମ୍ଭ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ତେବେ ସାଧାରଣ ଲୋକଙ୍କ ଠାରୁ ଧନ ରାଶି ନିଆଯିବ କି ନାହିଁ ଏବଂ ଅଯୋଧ୍ୟା ଟ୍ରଷ୍ଟର ମାଷ୍ଟର ପ୍ଲାନ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ ।

LEAVE A REPLY

Please enter your comment!
Please enter your name here