ପଞ୍ଜାବରୁ ଅନ୍ୟ ଜଣେ ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ଇକ୍‌ବାଲ୍‌ ସିଂହ ଗିରଫ

0
60

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଗିରଫ କରିଛି। ଇକ୍‌ବାଲ୍‌ ସିଂହ ନାମକ ଏହି ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଞ୍ଜାବର ହୋସିଆର୍‌ପୁରରୁ ଗିରଫ କରାଯାଇଥିଲା।୨୦୨୧ ଜାନୁଆରି ୨୬ ତାରିଖରେ ଲାଲ୍‌କିଲ୍ଲାରେ ସଂଗଠିତ ହିଂସାକାଣ୍ଡରେ ଭୂମିକା ନେଇଥିବା ସିଂହଙ୍କୁ ଦିଲ୍ଲୀ ପୁଲିସ ଖୋଜୁଥିଲା। ତାଙ୍କ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ଲାଗି ପୁଲିସ ନଗଦ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଥିଲା।ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଗିରଫ କରିଛି। ଇକ୍‌ବାଲ୍‌ ସିଂହ ନାମକ ଏହି ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଞ୍ଜାବର ହୋସିଆର୍‌ପୁରରୁ ଗିରଫ କରାଯାଇଥିଲା।୨୦୨୧ ଜାନୁଆରି ୨୬ ତାରିଖରେ ଲାଲ୍‌କିଲ୍ଲାରେ ସଂଗଠିତ ହିଂସାକାଣ୍ଡରେ ଭୂମିକା ନେଇଥିବା ସିଂହଙ୍କୁ ଦିଲ୍ଲୀ ପୁଲିସ ଖୋଜୁଥିଲା। ତାଙ୍କ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ଲାଗି ପୁଲିସ ନଗଦ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

LEAVE A REPLY

Please enter your comment!
Please enter your name here