ରାଜ୍ୟରେ ଶୀତର ଲହରୀ

0
460
abc
abc

ରାଜ୍ୟରେ ଲାଗି ରହିଛି ଶୀତର ଲହରୀ । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ କମ୍ ରହିବା ସହ ଉଭୟ ଦିନ ଓ ରାତିର ତାପମାତ୍ରା ବ୍ରଦ୍ଧି ପାଇବ ବୋଲି ପୂର୍ବାନୂମାନ କରିଛି ପାଣିପାଗ କେନ୍ଦ୍ର । ସୂଚନାନୂସାରେ ଆସନ୍ତା ୨୪ ଘଂଟା ପାଇଁ ୪ଟି ଜିଲ୍ଲାରେ କୋଲ୍ଡ ୱେଭ କଣ୍ଡିସନ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, କଟକ, ଅନୁଗୋଳ, ସୋନପୁର, ବୌଦ୍ଧ । ଆସନ୍ତା ୨୪ ଘଂଟା ପରେ ଉଭୟ ଦିନ ଓ ରାତିର ତାପମାତ୍ରା ୩ରୁ ୪ଡିଗ୍ରୀ ବୃଦ୍ଧି ପାଇବ । ଆସନ୍ତା ୨ଦିନ ଯାଏଁ ଘନ କୁହୁଡି ଦେଖାଯିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୂସାରେ ବର୍ଷା ପରେ ରାଜ୍ୟରେ ବେଶୀ ଶୀତ ଅନୁଭୂତ ହୋଇଥିଲା । ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ।

LEAVE A REPLY

Please enter your comment!
Please enter your name here