ସରିଛି ଶୀତ, ଆରମ୍ଭ ହୋଇଛି ମୁଣ୍ଡ ଫଟା ଖରା

0
242
abc
abc

ସରିଛି ଶୀତ, ଆରମ୍ଭ ହୋଇଛି ମୁଣ୍ଡ ଫଟା ଖରା । ସୂର୍ଯ୍ୟଙ୍କ ପ୍ରଖର କିରଣରେ ଏବେ ଜନଜବୀନ ଅସ୍ତବ୍ୟବସ୍ତ ହେଲେଣି । ରାଜ୍ୟର ଅଧିକାଂଶ ସହରର ଦିନର ତାପମାତ୍ରା ୩୦ଡିଗ୍ରୀ ଟପିଲାଣି । ମାଲକାନଗିରି ଓ ପାରଳାଖେମୁଣ୍ଡି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ୱର, ଟିଟଲାଗଡ,ରେ ପାରା ୩୪ଡିଗ୍ରୀ ପାର ହୋଇଛି । ତେବେ ଆଗକୁ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୂମାନ କରିଛି । ଉପକୂଳ ଓଡିଶାରେ କୁହୁଡି ପରିମାଣ ଅଧିକ ରହିଛି । ୧୮ ତାରିଖରୁ ତାପମାତ୍ରା ଲଗାତାର ବୃଦ୍ଧି ପାଇବ ।

LEAVE A REPLY

Please enter your comment!
Please enter your name here