ନାଗୀନ-୪ରେ ମୌନୀଙ୍କ ଏଂଟ୍ରୀ

0
520
abc
abc

ଏବେ ଫ୍ଲୋରରେ ଧମାକା କରୁଛି ନାଗୀନ୍ -୪ । ଏହି ସୋ ଟିକୁ ଆହୁରି ସୁପରହିଟ୍ କରିବା ପାଇଁ ନିର୍ମାତା ନୂଆ ନୂଆ ଟ୍ୱିଷ୍ଟ ଅପାଣାଉଛନ୍ତି ।କିଛି ଦିନ ପୂର୍ବରୁ ଶୋରେ ପୁରୁଣା ନାଗୀନ ଅନୀତା ହସନନ୍ଦାନୀଙ୍କର ଏଂଟ୍ରୀ ହୋଇଥିଲା । ଏବେ ଆଉ ଏକ ଖବର ମିଳୁଛି କି ମୌନି ରାୟ ମଧ୍ୟ ନାଗୀନ-୪ରେ ଏଂଟ୍ରି କରିବାକୁ ଯାଉଛନ୍ତି । ହେଲେ ମୌନୀଙ୍କ ପକ୍ଷରୁ କୌଣସୀ ସୂଚନା ହସ୍ତଗତ ହୋଇ ନାହିଁ । ତେବେ ନାଗୀନ-୪ରେ ନୀୟା ଶର୍ମା ଓ ଜସ୍ମୀନ ଭର୍ସୀନଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ଗତ ସପ୍ତାହରେ ଅନୀତାଙ୍କ କମବ୍ୟାକ୍ ପରେ ଶୋକୁ ବେଶ୍ ଟିଆରପି ମିଳିଥିବା ଜଣାପଡିଛି । ତେବେ ଦର୍ଶକ ପୁଣି ଥରେ ଅନୀତାଙ୍କୁ ନାଗୁଣୀ ବିଶାଖାଙ୍କ ରୂପରେ ଦେଖି ବେଶକ ଖୁସି ହୋଇଥିଲେ । ବିଶାଖା ହିରୋଇନ୍‌ଙ୍କୁ ହଇରାଣ କରିବାକୁ ଚାଲ କରୁଥିବା ଶୋ ରେ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here