ସରିଲା ମାଟ୍ରିକ୍ ପରୀକ୍ଷା, ୧୮ରୁ ଖାତାଦେଖା

0
154
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଶେଷ ହେଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୮ତାରିଖରୁ ଖାତା ଦେଖା ଆରମ୍ଭ ହେବ । ମୂଲ୍ୟାୟନ ପ୍ରକ୍ରିୟା ୨୦ଦିନ ଧରି ଚାଲିବାକୁ ଥିବାବେଳେ ୧୫ହଜାରରୁ ଅଧିକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସାମିଲ ହେବେ । ୬୨ଟି କେନ୍ଦ୍ରରେ ଖାତାଦେଖା ହେବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ ୫ଲକ୍ଷ ୬୦ହଜାର ୯୦୫ଜଣ ପରୀକ୍ଷାର୍ଥୀ ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରିବା ସହ ହଜାରେ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା ।

LEAVE A REPLY

Please enter your comment!
Please enter your name here