‘ଭାଲେଂଟାଇନ୍ ଡେ’ ରେ ଲଭ ଆଜ୍ କଲ୍‌

0
260
ABC
ABC

ଏଥର ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିବ ଲଭ୍ ଆଜ୍ କଲ୍ । ସାରା ଅଲ୍ଲୀ ଖାନ୍ ଓ କାର୍ତିକ ଆର୍ଯ୍ୟନଙ୍କ ଧମାକାଦାର ମୁଭି ଭାଲେଂଟାଇନ୍ ଡେରେ ଫ୍ଲୋରକୁ ଆସୁଛି । ଏଥିରେ ସାରାଓ କାର୍ତିକଙ୍କର କେମେଷ୍ଟ୍ରୀ ଦେଖିବାକୁ ମିଳିବ । ଟିନ୍ ଏଜର ଲଭ୍ ଷ୍ଟୋରୀକୁ ନେଇ ଫିଲ୍ମର କାହାଣୀ ଗତି କରୁଛି । ଏହି ଦୁଇଜଣଙ୍କ ବ୍ୟତିତ ରଣଦୀପ ହୁଡ୍ଡା ଏବଂ ଆରୁଷୀ ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମର ଗୀତ ଓ ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମଟି ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ଲଭ୍ ଆଜ କଲର ସ୍ୱିକେଲ ।

LEAVE A REPLY

Please enter your comment!
Please enter your name here