ଲଣ୍ଡନରେ ୭୩ତମ ବାଫଟା ପୁରସ୍କାର ସମାରୋହ

0
426

ଲଣ୍ଡନରେ ୭୩ତମ ବାଫଟା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ରେନୀ ଜେଲୱେଗରଙ୍କୁ ଚଳିତ ଥର ଏହି ପୁରସ୍କାର ମିଳିଛି । ଫିଲ୍ମ ନିର୍ଦ୍ଦେଶକ ଜୁଡି ଗାର୍ଲାଣ୍ଡସଙ୍କ ବାଓପିକ୍‌ ଚଳଚ୍ଚିତ୍ର ଜୁଡି ପାଇଁ ଏହି ପୁରସ୍କାର ମିଳିଛି । ଏହାଥିଲା ଜେଲୱେଗରଙ୍କ ଦ୍ୱିତୀୟ ବାଫଟା ପୁରସ୍କାର ।

LEAVE A REPLY

Please enter your comment!
Please enter your name here