ଫେବୃଆରୀ ୧୩ରେ କୁମ୍ଭ ସଂକ୍ରାନ୍ତି

0
381
abc
abc

ଆସନ୍ତା ଫେବୃଆରୀ ୧୩ ତାରିଖରେ କୁମ୍ଭ ସଂକ୍ରାନ୍ତି । ଏହି ଦିନ ଭଗବାନ ସୂର୍ଯ୍ୟ ନିଜର ରାଶି ପରିବର୍ତନ କରି କୁମ୍ଭ ରାଶିରେ ଗୋଚର କରିବେ । ଏହି କାରଣରୁ ଏହି ଦିନ କୁମ୍ଭ ସଂକ୍ରାନ୍ତି ପାଳନ କରାଯାଇଥାଏ । ହିନ୍ଦୁ ଧର୍ମରେ କୁମ୍ଭ ସଂକ୍ରାନ୍ତିର ଅନେକ ମହତ୍ୱ ରହିଛି । ମାନ୍ୟତା ରହିଛି କି ଏହି ଦିନ ହିନ୍ଦୁ ଧର୍ମର ସମସ୍ତ ଦେବୀ ଦେବତା ପବିତ୍ର ନଦୀରେ ସ୍ନାନ କରିଥାନ୍ତି । ଯେଉଁ କାରଣରୁ ଏହି ପବିତ୍ର ଦିନରେ ନଦୀରେ ସ୍ନାନ କରିବାର ବିଶେଷ ମହତ୍ୱ ଅଛି ବୋଲି ଉଲ୍ଲେଖ କରାଯାଇଛି । ଏହି ଦିନ ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ଆରାଧନା କରନ୍ତୁ ଆପଣଙ୍କ ଜୀବନ ସୁଖମୟ ହେବ ।

LEAVE A REPLY

Please enter your comment!
Please enter your name here