ପରଲୋକରେ କିଶୋରୀ ବଲାଲ

0
420
BBM
BBM

ଆଚିଭରର୍ସ ନ୍ୟୁଜ୍‌: ପରଲୋକରେ ବଲିଉଡ୍ ଓ କନ୍ନଡ ଫିଲ୍ମର ଭେଟେରାନ୍ ଅଭିନେତ୍ରୀ କିଶୋରୀ ବଲାଲ । ଗତକାଲି ରାତିରେ ବେଙ୍ଗାଲୁରର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ଅନେକ ରୋଗରେ ପୀଡିତ ଥିଲେ । ୧୯୬୦ ମସିହାରୁ ସେ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ । ୨୦୦୪ରେ ଶାହାରୁଖ ଖାନ୍‌ଙ୍କ ସ୍ୱଦେଶ ଫିଲ୍ମରେ ଖାନ୍‌ଙ୍କ ମାଆ କାବେରୀ ଆମ୍ମା ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମରେ କିଶୋରୀଙ୍କ ଅଭିନୟକୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଇଥିଲା । କିଶୋରୀଙ୍କ ମୃତ୍ୟୁ ପରେ କନ୍ନଡ ଓ ବଲିଉଡରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here