କରିସ୍ମାଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ତାହା କଣ ଜାଣନ୍ତୁ…

0
612
bbm
bbm

ଆଚିଭରର୍ସ ନ୍ୟୁଜ: ବହୁ ଦିନର ବିରତି ପରେ ପୁଣି ଥରେ ପରଦାକୁ ଫେରୁଛନ୍ତି କରସ୍ମା କାପୁର । ଟେଲିଭିଜନ କୁଇନ୍ ଏକତା କୁପରଙ୍କ ନୂଆ ୱେବ ସିରିଜ୍ ମେଂଟାଲହୁଡ୍ ମାଧ୍ୟମରେ ଡିଜିଟାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି କରିସ୍ମା କାପୁର । ଏହି ସରିଜି୍ ଟି ମାଚ୍ଚ ୧୧ରୁ ଆରମ୍ଭ ହେବ । ଏହାର ଏକ ମଜାଦାର ଟିଜର ରିଲିଜ୍ ହୋଇଛି । ସୂଚନାନୂସାରେ ଏହା ଏକ ମହିଳାଙ୍କର ଉପରେ ଆଧାରିତ ଏକ ୱେବ ସିରିଜ୍ । ମହିଳାମାନେ ମାଆ ହେବା ପରେ କେଉଁ କେଉଁ ସମସ୍ୟା ଭୋଗୁଥିବାରୁ ଚିନ୍ତାରେ ଅଛନ୍ତି ସେ ଉପରେ ଏହି ସିରିଜର କାହାଣୀ ପର୍ଯ୍ୟବେଶିତ ହୋଇଛି । ଏହି ୱେ ସିରିଜକୁ କରିସ୍ମା କୋହଲି ନିର୍ଦ୍ଦେଶନା ଦେଇଥିବାବେଳେ ଅଭିନେତା ଡିନୋ ମାରିଆ ମଧ୍ୟ ଡେବ୍ୟୁ କରୁଛନ୍ତି । କରିସ୍ମା ଓ ଡିନୋଙ୍କ ବ୍ୟତିତ ସଞ୍ଜୟ ସୁରୀ, ସନ୍ଧ୍ୟା ମୃଦୁଲ, ଶିଳ୍ପା ଶୁକ୍ଳା, ଶୃତି ଶେଠ୍ ପ୍ରମୁଖ ଅଭିନୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here