ଆପଣ କପୁର ସିଷ୍ଟରର୍ସଙ୍କର ଫ୍ୟାନ କି? ତାହାଲେ ଆପଣଙ୍କ ପାଇଁ ଅଛି କିଛି ଖୁସି ଖବର..

0
521
BBM
BBM

ଆଚିଭରର୍ସ ନ୍ୟୁଜ୍‌: ସବୁବେଳେ ମିଡିଆର ନଜରରେ ରହୁଥିବା କପୁର ସିଷ୍ଟର୍ସ କେବେବି ପରଦାରେ ଏକାଠି ଦେଖାଯାଇ ନାହିଁନ୍ତି । ହେଲେ ଏସବୁର ଅନ୍ତ ହେବାକୁ ଯାଉଛି । ସୂଚନାନୂସାରେ ଆଗକୁ ଆସୁଥିବା ‘ଋତ୍‌ବା ‘ଫିଲ୍ମରେ କରିସ୍ମା ଓ କରୀନା ନଜରରେ ଆସିବେ । ତେବେ ଏହି ଦୁଇ ଭଉଣୀଙ୍କୁ ନେଇ ଏହାର କାହାଣୀ ଲେଖାଯାଉଥିବା ଜଣାଯାଇଛି । କରିସ୍ମା ଏଥିରେ କରୀନାଙ୍କ ମାଆ ଭୂମିକାରେ ଅଭିନୟ କରିବେ । କରିସ୍ମାଙ୍କ ଫ୍ଲାସବ୍ୟାକକୁ ଦେଖାଯିବ ଏବଂ କରୀନା ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ । ଫିଲ୍ମରେ କରୀସ୍ମାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହେବ ଓ କରୀନା ଏହି ରହସ୍ୟରୁ ପରଦା ଉଠାଇବା ହିଁ ଫିଲ୍ମର କାହାଣୀ ରହିଛି । ଏହି ଫିଲ୍ମଟି ୨୦୦୧ରେ ନିର୍ମିତ ହୋଇଥିବା ଫିଲ୍ମ ଜୁବଦୌର ସ୍ୱିକେଲ । ତେବେ ଦୁଇ ଭଉଣୀ ଏକାଠି ନଜର ଆସୁଥିବାରୁ କୁପର ସିଷ୍ଟରର୍ସଙ୍କର ମାଆ ବହୁତ ଖୁସିଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here