‘ୱାଇଲ୍ଡ ୱାଇଲ୍ଡ ପଞ୍ଜାବ’ରେ ଇଶିତା

0
271
BBM
BBM

ଆଚିଭରର୍ସ ନ୍ୟୁଜ୍‌: ପୁଣି ପରଦାରେ ରାଜ କରିବେ ଫିଲ୍ମ ପ୍ୟାର କା ପଂଚନାମାର ଅଭିନେତ୍ରୀ ଇଶିତା ରାଜ ଶର୍ମା । ଫିଲ୍ମ ନିର୍ମାତା ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମ ୱାଇଲ୍ଡ ୱାଇଲ୍ଡ ପଞ୍ଜାବରେ ନଜର ଆସିବେ ବୋଲି ଜଣାପଡିଛି । ଏହି ପ୍ରେଜେକ୍ଟକୁ ନେଇ ମୁଁ ଅତ୍ୟନ୍ତ ଖୁସି ଅଛି ଏବଂ ମୁଁ ଏଥିପାଇଁ ଇଚ୍ଛୁକ ଥିଲି ବୋଲି ଇଶିତା କହିଛନ୍ତି । ଏହି ଫିଲ୍ମ ଟି-ସିରିଜ୍ ସାଥିରେ ନିର୍ମାଣ କରିବେ । ଏହା ପୂର୍ବରୁ ଇଶିତା ପ୍ୟାର କା ପଂଚନାମା-୨ ଏବଂ ସୋନୁ କେ ଟିଟୁ କି ସ୍ୱିଟିରେ କାମ କରିଛନ୍ତି । ଇଶିତା ନିଜର ବୋଲ୍ଡ ଅନ୍ଦାଜ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।

LEAVE A REPLY

Please enter your comment!
Please enter your name here