‘ତୁମେ କେସା ଯାଦୁ କିଆ’?

0
430
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଚିନ୍ତାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ଦେଶର ଅବସ୍ଥା ସହିତ ପାରିବାରିକ ମାମଲା ପାଇଁ ବହୁତ ଚିନ୍ତାରେ ଇମ୍ରାନ ଥିବା ଜଣାପଡିଛି । ତେବେ ଏଥର ତାଙ୍କ ଚିନ୍ତା ବଢ଼ାଇଛନ୍ତି ତାଙ୍କ ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥ୍ । ସେ ସୋଆଲ ମିଡିଆ ମାଧ୍ୟମରେ ଇମ୍ରାନଙ୍କୁ ସିଧା ଟାର୍ଗେଟ କରିଛନ୍ତି । ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଇମ୍ରାନ, ଜେମିମା ଓ ଆଉ ଜଣେ ବୁର୍ଖା ପିନ୍ଧା ମହିଳା ଅଛନ୍ତି । ଏହି ଫଟୋର କ୍ୟାପସନ୍ ଦେଇଛନ୍ତି ‘ତୁମେ କେସା ଯାଦୁ କିଆ’? ଏହା ସହ ତଳେ କମେଂଟରେ ଲେଖିଛନ୍ତି କି ଆପଣଙ୍କ ଭଳି ମୋତେ ବି ଏହା ଫନି ଲାଗୁଛି । ସୂଚନାନୂସାରେ ଇମ୍ରାନ ୩ଥର ବିବାହ କରିଛନ୍ତି ।ପ୍ରଥମ ବିବାହ ୧୯୯୫ରେ ହୋଇଥିବାବେଳେ ଦ୍ୱିତୀୟ ବିବାହ ୨୦୦୪ ଏବଂ ତୃତୀୟ ବିବାହ ୨୦୧୮ରେ କରିଥିଲେ ।

LEAVE A REPLY

Please enter your comment!
Please enter your name here