ଖେଳ ହେଲା କାଳ

0
277
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଖେଳ ହେଲା କାଳ । ପାଳ ଗଦା ନିକଟରେ ଖେଳୁଥିବା ସମୟରେ ଅଘଟଣ । ନିଆଁ ଲାଗି ୩ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ସୂଚନାନୂସାରେ ସକାଳେ ପାଳ ଗଦା ନିକଟରେ ଖେଳୁଥିବା ସମୟରେ ନିଆଁ ଲାଗି ୪ଶିଶୁ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତୀ କରାଯାଇଥିଲା । ପରେ ସେଠାରେ ଡାକ୍ତର ୩ଜଣ ପିଲାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here