ଅନୁପ ସାଏଙ୍କ ଉପରେ ଫିଲ୍ମ

0
420
abc
abc

ଅନୁପ ସାଏଙ୍କ ଉପରେ ହେବ ଫିଲ୍ମ । ଏହି ସିନେମା ନିମାଁଣ କରିବେ ପ୍ରଯୋଜକ ଶ୍ରୀ ଧର ମାର୍ଥା । ବହୁ ଚର୍ଚ୍ଚିତ ମାଆ ଓ ଝିଅଙ୍କର ହତ୍ୟାକାଣ୍ଡକୁ ନେଇ ଏହି ଫିଲ୍ମଟି ନିର୍ମାଣ ହେବ ବୋଲି ଜଣାପଡିଛି । ପୂର୍ବରୁ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାକୁ ନେଇ ମଧ୍ୟ ସିନେମା କରିଥିଲେ ଶ୍ରୀଧର । ସୂଚନାନୂସାରେ ୨୦୧୬ ମସିହାରେ ମାଆ ଓ ଝିଅଙ୍କୁ ବିଭିତ୍ସଭାବେ ହତ୍ୟା କରିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଥିଲେ ରାୟଗଡ ଏସ୍ପି ।

LEAVE A REPLY

Please enter your comment!
Please enter your name here