ରିଲିଜ୍ ହେଲା ତେଜସ୍ ର ଫାଷ୍ଟ ଲୁକ୍

0
219
BBM
BBM

ଆଚିଭରର୍ସ ନ୍ୟିୁଜ୍‌: ରିଲିଜ୍ ହେଲା ତେଜସ୍ ର ଫାଷ୍ଟ ଲୁକ୍ । କଙ୍ଗନା ରଣାୱତ୍ ଅଭିନୀତ ଏହି ଫିଲ୍ମରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସେ ଏଥିରେ ଭାରତୀୟ ବାୟୁସେନା ଆଇଏଏଫ୍ ପାଇଲଟ୍‌ର ଭୂମିକାରେ ଅଭିନୟ କରିବେ । ଏବେ ଫିଲ୍ମ ନିର୍ମାତା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ତେଜସ୍ ଫିଲ୍ମରେ ଜଣେ ସାହାସୀ ପାଇଲଟ୍‌ଙ୍କ କାହାଣୀ ଦେଖାଯିବ । କଙ୍ଗନାଙ୍କ ଏହି ନୂଆ ଅବତାରକୁ ଦେଖି ଫ୍ୟାନ୍ ମାନେ ବେଶ୍ ପ୍ରଶଂସା କରିଛନ୍ତି । ଏହି ଫଟୋ ସେୟାର ହେବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ତେବେ ତେଜସ୍ କୁ ନେଇ କଙ୍ଗନା ବେଶ ଖୁସି ଥିବା କହିବା ସହ ଏହା ମୋର ଡ୍ରିମ୍ ରୋଲ ଥିଲା । ପିଲାବେଳୁ ହିଁ ଏୟାରଫୋର୍ସରେ ଯିବାକୁ ଚାହୁଁଥିଲି ।

LEAVE A REPLY

Please enter your comment!
Please enter your name here