ଥମୁନି ଦିଲ୍ଲୀର ହିଂସା…

0
396
BBM
BBM

ଆଚିଭର୍ସ ନ୍ୟୁଜ: ଥମୁନି ଦିଲ୍ଲୀର ହିଂସାକାଣ୍ଡ । ନାଗରିକତା ସଂଶାଧନ ଆଇନ୍ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଉତର-ପର୍ବୂ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଏହି ହିଂସାକାଣ୍ଡରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ଜଣ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶାନ୍ତି ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ କରିଛନ୍ତି । ସଙ୍ଘର୍ଷ ଯୋଗୁଁ ଆଜି ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରାଯାଇଥିବାବେଳେ ସିବିଏସଇ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଥିଲା । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡିତ କରିବା ପାଇଁ ୮୦୦ଯବାନଙ୍କୁ ମୂତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here