ଆଗୁଆ ଆପ୍‌

0
214
ABC
ABC

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏବେ ସୁଦ୍ଧା ଆପ୍ ଆଗରେ ଅଛି । ୭୦ଟି ବିଧାନସଭା ଆସନରୁ ୫୭ଟିରେ ଆପ୍ ଆଗରେ ରହିଥିବାବେଳେ ବିଜେପି ୧୩ଟି ଆସନରେ ଅକ୍ତିଆର କରିଛି । ବିଜେପି ପଛକୁ କଂଗ୍ରେସ ରହିଛି । ସୂଚନାନୂସାରେ ଫେବୃଆରୀ ୮ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here