୪ଯୁବକଙ୍କ ଧମାକାଦାର ଡ୍ୟାନ୍ସ

0
172
BBM
BBM

ଆଚିଭରର୍ସ ନ୍ୟୁଜ୍‌: ସୋସିଆଲ ମଡିଆରେ ଭାଇରାଲ ହେଉଛି ଏକ ଡ୍ୟାନ୍ସ ଭିଡିଓ । ଷ୍ଟ୍ରୀଟ ଡ୍ୟାନ୍ସର-୩ର ଗୀତ ମୁକାବିଲା ରେ ପ୍ରଭୁ ଦେବା ଡ୍ୟାନ୍ସ କରିଥିଲେ । କିନ୍ତୁ ଏବେ ଏହି ଗୀତରେ ଧମାକା ଦାର ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି ୪ଜଣ ଯୁବକ । ଏହି ଯୁବକଙ୍କ ଡ୍ୟାନ୍ସ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ଦେଖିଲା ପରେ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହେବ । ଶେଷ ଷ୍ଟେପରେ ଜଣେ ଯୁବକ ନିଜର ମୁଣ୍ଡକୁ ସମ୍ପୂର୍ଣ୍ଣ ପଛକୁ ଓଲଟାଇ ଦେଉଛି ଯାହାକି ବହୁତ କଠିନ ହୋଇଥାଏ । ହେଲେ ଯୁବକ ଜଣକ ଏହା କରିବାରେ ସକ୍ଷମ ହୋଇଛନ୍ତି । ୪ଜଣ ଯୁବକ ଯେଉଁ ଡ୍ୟାନ୍ସ କରୁଛନ୍ତି ତାହା ଅତ୍ୟନ୍ତ କଠିନ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେଉଛି । ଏହି ଭିଡିଓକୁ ୧୭ହଜାରରୁ ଅଧିକ ଲୋକ ଦେଖି ସାରିଥିବାବେଳେ ଏହାକୁ ବଲିଉଡ କଳାକାଳ ମଧ୍ୟ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here