ଦେଶ-ବିଦେଶ

National-International

କଙ୍ଗନାଙ୍କୁ ମିଳିବ ‘ୱାଇ’ ବର୍ଗର ସୁରକ୍ଷା l

ମୁମ୍ବାଇ: ଆଚିଭର୍ସ ନ୍ୟୁଜ୍ ୦୭/୦୯(ବ୍ୟୁରୋ)-  ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳିଛି | ସୂଚନାନୁସାରେ, ଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାକୁ ‘ୱାଇ’ ଶ୍ରେଣୀ ସୁରକ୍ଷା ଦିଆଯାଇଛି। ଅଭିନେତ୍ରୀ କଙ୍ଗନା...

ଦେଶରେ ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ l

ନୂଆଦିଲ୍ଲୀ: ଆଚିଭର୍ସ ନ୍ୟୁଜ୍ ୦୬/୦୯(ବ୍ୟୁରୋ)-  ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ...

ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହେଲା ଭାରତ l

ଆଚିଭର୍ସ ନ୍ୟୁଜ୍ ୦୬/୦୯(ବ୍ୟୁରୋ)- ଗତ ମାର୍ଚ୍ଚ ମାସରୁ ଦେଶରେ ଆରମ୍ଭ ହୋଇଥିବା କରୋନା ମାହାମାରୀ ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଅଧିକରୁ...

ଚୀନ ସେନା ୫ଭାରତୀୟଙ୍କୁ ଉଠାଇ ନେଲା !

ନୂଆଦିଲ୍ଲୀ: ଆଚିଭର୍ସ ନ୍ୟୁଜ୍ ୫/୦୯(ବ୍ୟୁରୋ)- ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଛି। ଅନେକ ଥର ଆଲୋଚନା ସରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରି ନାହିଁ। ତେବେ ଏଭଳି ପରିସ୍ଥିତିରେ...

ରେକର୍ଡ ଭାଙ୍ଗିଲା କରୋନା; ଦେଶରେ ୨୪ଘଣ୍ଟାରେ ୮୬,୪୩୨ ଆକ୍ରାନ୍ତ ଚିହ୍ନଟ l

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୫/୦୯(ବ୍ୟୁରୋ)- ଭାରତ ଧୀରେ ଧୀରେ କରୋନା ବିଶ୍ୱ ମହାମାରୀର କେନ୍ଦ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି । ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର...

ସେପ୍ଟେମ୍ବର ମାସକୁ ‘ପୋଷଣ ମାସ’ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୯/୦୮ (ବ୍ୟୁରୋ)-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ...

୨୪ଘଣ୍ଟାରେ ୭୬, ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୯/୦୮ (ବ୍ୟୁରୋ)-  ଅଗଷ୍ଟ ୨୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୪, ୬୩, ୯୭୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ...

ଆନୁଷ୍ଠାନିକ ଭାବେ ରାଫେଲ୍ ଜେଟ୍ ପ୍ରବେଶ କରାଇବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୮/୦୮ (ବ୍ୟୁରୋ)-  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ସେପ୍ଟେମ୍ବର ୧୦ ତାରିଖ ଦିନ ଅମ୍ବାଲା ଏୟାର୍‌ବେସ୍‌ରେ ଭାରତୀୟ ବାୟୁସେନା ଆନୁଷ୍ଠାନିକ ଭାବେ ରାଫେଲ୍ ଲଢୁଆ ଜେଟ୍‌ ପ୍ରବେଶ...

ଇସ୍ତାଫା ଦେବେ ଜାପାନର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୮/୦୮ (ବ୍ୟୁରୋ)-  ସ୍ବାସ୍ଥ୍ୟ ଅବନତି କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଜାପାନୀ ରାଷ୍ଟ୍ରୀୟ ପ୍ରସାରଣକାରୀ ‘ଏନ୍‌ଏଚ୍‌କେ’ ଶୁକ୍ରବାର ଦିନ କହିଛି ଯେ,...

ସେପ୍ଟେମ୍ବର ୧ରୁ ଧର୍ମଘଟ କରିବେ ଓଲା, ଉବର ଚାଳକ

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୭/୦୮ (ବ୍ୟୁରୋ)-  ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି ।...

Stay connected

28FansLike
0FollowersFollow
167SubscribersSubscribe

Latest article

ଚାଲିଯିବ ୫ଲକ୍ଷ ସାର୍କଙ୍କ ଜୀବନ !

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୮/୦୯ (ବ୍ୟୁରୋ)-  କରୋନା ଭୂତାଣୁ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଟିକା ସାମଗ୍ରୀରେ ସାର୍କର ଯକୃତରେ ମିଳୁଥିବା ତେଲ ବିଷୟରେ ଉଲ୍ଲେଖ ରହିଛି | ଏହା ଟିକାର ପ୍ରଭାବକୁ...

୩୨୩୫ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, ଆଚିଭର୍ସ ନ୍ୟୁଜ୍ ୨୮/୦୯ (ବ୍ୟୁରୋ)-  ଆଜି ରାଜ୍ୟରେ ୩୨୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୦ ଆକ୍ରାନ୍ତ ଅଛନ୍ତି।...

ଆମେରିକାରେ ବ୍ୟାନ୍ ହେବ ନାହିଁ ଟିକ୍-ଟକ୍

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୮/୦୯ (ବ୍ୟୁରୋ)- ଚାଇନିଜ୍ ଭିଡିଓ ସେୟାରିଂ ଆପ୍ ଟିକ୍-ଟକ୍ ଏବେ ଆମେରିକାରେ  ନିଷେଧ ହେବ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍-ଟକ୍...