ଭୁସ୍ଖଳନରେ ୫୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍, ୨/୦୭ (ବ୍ୟୁରୋ)- ମିଆଁମାରର ଉତ୍ତରାଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଏକ ଜେଡ୍ ଖଣିରେ ହୋଇଥିବା ଭୁସ୍ଖଳନରେ ୫୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି...
୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍, ୨/୦୭ (ବ୍ୟୁରୋ)- ଦେଶରେ ବେକାବୁ ସ୍ଥିତିରେ ପହଞ୍ଚିଲାଣି କରୋନା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଲା । ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮...
ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା
ଇସଲାମବାଦ, ଆଚିଭର୍ସ ନ୍ୟୁଜ୍, ୧/୦୭ (ବ୍ୟୁରୋ)- ପାକିସ୍ତାନକୁ ବଡ଼ ଝଟ୍କା। ଏୟାରଲାଇନ୍ସ ବିମାନ ଉଡ଼ାଣ ଉପରେ EASAର ବଡ଼ ପଦକ୍ଷେପ। ଆସନ୍ତା ୬ ମାସ ଯାଏ ୟୁରୋପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ...
ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ
ଚେନ୍ନାଇ, ଆଚିଭର୍ସ ନ୍ୟୁଜ୍, ୧/୦୭ (ବ୍ୟୁରୋ)- ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଆଜି ଏକ ଥର୍ମାଲ ପାୱାର ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ଘଟିଛି। ୧୩ ଜଣ...
LoC ନିକଟରେ ମୁତୟନ କଲା ୨୦, ୦୦୦ ଟ୍ରୁପ୍ ସୈନ୍ୟ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍, ୧/୦୭ (ବ୍ୟୁରୋ)- ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗିଲ୍ଗିଟ-ବାଲ୍ଟିସ୍ତାନର LoC ନିକଟରେ ଦୁଇ ଡିଭିଜନ ସେନା ବିଭାଗ ମୁତୟନ କରିଛି।...
କରୋନାରେ ଇନ୍ସପେକ୍ଟର ସଞ୍ଜୀବ କୁମାର ଯାଦବଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍, ୧/୦୭ (ବ୍ୟୁରୋ)- ଦେଶର କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ କାମ କରୁଥିବା ଇନ୍ସପେକ୍ଟର ସଞ୍ଜୀବ କୁମାର ଯାଦବ ଗତକାଲି ବିଳମ୍ୱିତ...
ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ
ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍, ୩୦/୦୬ (ବ୍ୟୁରୋ)- ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ। ବିଦେଶୀ ମଦ ଓ ବିୟର ଦୋକାନ କାଉଣ୍ଟରରେ ମିଳିବ। ଏଥିପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା...
ଆସନ୍ତାକାଲି ପବିତ୍ର ବାହୁଡ଼ାଯାତ୍ରା
ପୁରୀ, ଆଚିଭର୍ସ ନ୍ୟୁଜ୍, ୩୦/୦୬ (ବ୍ୟୁରୋ)- ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ। ଏଥିପାଇଁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ।
ନୀତି ନିର୍ଘଣ୍ଟ ବିଷୟରେ ଜାଣି ରଖନ୍ତୁ
ଆସନ୍ତାକାଲି ଭୋର...
କାରାଖାନାରେ ଗ୍ୟାସ୍ ଲିକ୍ ହୋଇ ୨ ମୃତ, ୪ ଗୁରୁତର
ବିଶାଖାପାଟନମ୍ ଆଚିଭର୍ସ ନ୍ୟୁଜ୍, ୩୦/୦୬ (ବ୍ୟୁରୋ)- ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସହରର ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ କିଛି ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।...
କମିଲା କରୋନା ଆକ୍ରାନ୍ତଙ୍କ ହାର
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍, ୩୦/୦୬ (ବ୍ୟୁରୋ)- ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ଆଖିରୁ ନିଦ ହଜାଇ ଦେଇଥିବାବେଳେ ମିଳିଛି ଏକ ଆଶ୍ୱସ୍ତିର ଖବର। ଦିଲ୍ଲୀରେ ନୂଆ କରୋନା ଜୀବାଣୁ ସଂକ୍ରମଣ କ୍ଷେତ୍ରରେ...