ଦେଶ-ବିଦେଶ

National-International

bbm

ମଧ୍ୟପ୍ରଦେଶର ମଧ୍ୟରାତ୍ରୀରେ ରାଜନୀତିକ ଡ୍ରାମା…

ଆଚିଭରର୍ସ ନ୍ୟୁଜ୍‌: ମଧ୍ୟ ରାତ୍ରୀରେ ମଧ୍ୟପ୍ରଦେଶରେ ରାଜନୀତିକ ଡ୍ରାମା । ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଛି ଦଳବଦଳ ନୀତି । କମଲନାଥଙ୍କ ନେତୃତ୍ୱରେ ଥିବା ସରକାରକୁ ଭାଙ୍ଗିବା ପାଇଁ ବିଜେପି...
sd

ପୁଅ-ଝିଅ ବିବାହ ପୂର୍ବରୁ ସମୁଦି-ସମୁଦୁଣୀ ଫେରାର

ସୁରଟ(ଆଚିଭର୍ସ ନ୍ୟୁଜ୍‌): ପୁଅ-ଝିଅ ବିବାହ ପୂର୍ବରୁ ସମୁଦି-ସମୁଦୁଣୀ ଫେରାର । ଅର୍ଥାତ ପୁଅ-ଝିଅଙ୍କ ବିବାହ ପ୍ରସ୍ତାବ ଲାଗିଥିବା ବେଳେ ଏମାନେ ଆଉ କିଛି ଦିନ ତଲେ ସମୁଦି-ସମୁଦୁଣୀ ହୋଇଥାନ୍ତେ ହେଲେ ଘରୁ ହୋଇଗଲେ...
bgt

୩୦ ଟଙ୍କାରେ ଚିକେନ୍ ଫୁଲ ପ୍ଲେଟ୍

ଗୋରଖପୁର(ଆଚିଭର୍ସ ନ୍ୟୁଜ୍‌): କରୋନା ପାଇଁ ଚିକେନ୍ ଶସ୍ତା । ଚିକେନ୍ ଖାଇବା ଦ୍ୱାରା କରୋନା ବ୍ୟାପୁଥିବା ଗୁଜବକୁ ନେଇ ୟୁପିର ଗୋରଖପୁରରେ ଚିକେନ୍ ଫୁଲପ୍ଲେଟ ମାତ୍ର ୩୦ଟଙ୍କାରେ ବିକ୍ରି ହେଉଥିବା ଶୁଣିବାକୁ ମିଳିଛିି...
tg

‘ଖାଇବାକୁ ଲୋଭ ଦେଖାଇ ହିଂସାକାଣ୍ଡରେ ସାମିଲ ହେବାକୁ କହୁଥିଲେ ସ୍ୱାମୀ’

ନୂଆଦିଲ୍ଲୀ(ଆଚିଭର୍ସ ନ୍ୟୁଜ୍‌): ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ଦିଲ୍ଲୀ ହିଂସାରେ ୪୮ ଜଣଙ୍କ୍ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇ ଚିକିତ୍ସା ହେଉଥିବା ଖବର...
dd

ମୋଦିଙ୍କୁ ଭେଟିଲେ କେଜ୍ରିୱାଲ

ନୂଆଦିଲ୍ଲୀ(ଆଚିଭର୍ସ ନ୍ୟୁଜ୍‌): ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୁଇ ନେତାଙ୍କ ମଧ୍ୟରେ ବହୁ ସମୟ ଆଲୋଚନା ହୋଇଥିବା ବେଳେ କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀ...
BBM

ନୋ ସୋସିଆଲ ମିଡିଆ : ନମୋ

ଆଚିଭରର୍ସ ନ୍ୟୁଜ୍‌: ସୋସିଆଲ ମିଡିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଚାରି ଆଡୁ ମିଶ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଥିଲେ ଯେ ମୁଁ...
ggdstyu78osd

ନାଳରୁ ବାହାରୁଛି ଶବ

ନୂଆଦିଲ୍ଲୀ: ନର୍ଥ ଇଷ୍ଟ ଦିଲ୍ଲୀ ହିଂସା ଘଟଣାରେ ଏପର୍ଯ୍ୟନ୍ତ 46 ଜଣଙ୍କ ମୃତ ଘଟିସାରିଲାଣି । ଏଥିସହ ପୋଲିସ୍‌ ଦ୍ୱାରା 334 ଏଫଆଇଆର ରୁଜୁ କରାଯାଇଛି । ଏହି ଘଟଣାରେ 33 ଜଣ...
abc

ଆଜି ନିର୍ଭୟା ଦୋଷୀଙ୍କ ଶେଷ ରାତି ! 

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଚାଲିଛି ନିର୍ଭୟା ଦୋଷୀଙ୍କ ପାଇଁ ଫାଶୀ ପ୍ରସ୍ତୁତି । ଦୋଷୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ତିହାଡ ଜେଲ୍‌ର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।  ତିହାରର ଅଧିକାରୀ ରବିବାର ଦିନ...
bbm

କରୋନା ଯୋଗୁଁ ଇଟାଲୀରେ ଫସିଛନ୍ତି ୮୫ଜଣ, ସ୍ୱଦେଶ ଫେରିବାକୁ ସରକାରଙ୍କୁ ମାଗିଲେ ସାହାଯ୍ୟ…

ଆଚିଭରର୍ସ ନ୍ୟୁଜ୍‌: ସାରା ବିଶ୍ୱରେ ମାତିଛି କରୋନା । ଏବେ ଇଟାଲିରେ ବି କରୋନା ଆତଙ୍କ ଦେଖାଯାଉଥିବାବେଳେ ଭାରତର ୮୫ଜଣ ଛାତ୍ର ଉତର ପାଭିୟାରେ ଫସିଥିବା ଜଣାପଡିଛି । ସେମାନେ ସ୍ୱଦେଶକୁ ଫେରିବା...
bbm

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ,ସରକାରଙ୍କୁ ଘେରିବାକୁ ବିରୋଧୀଙ୍କର ବିଶେଷ ରଣନୀତି…

ଆଚିଭରର୍ସ ନ୍ୟୁଜ୍‌: ଆଜି ଠାରୁ ସଂସଦରେ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଯାହା ଆଜି ଠାରୁ ଆରମ୍ଭ ହୋଇ ଏପ୍ରିଲ ୩ଯାଏଁ ଚାଲିବ ବୋଲି ଜଣାପଡିଛି । ତେବେ...

Stay connected

28FansLike
0FollowersFollow
167SubscribersSubscribe

Latest article

ଜଣେ ଆତଙ୍କବାଦୀ ନିହତ ପୁଲୱାମାରେ ହୋଇଥିବା ଏନ୍‌କ‌ାଉଣ୍ଟର୍‌

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରାଠାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେ‌ଳେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ସୋମବାର...

ଆଜି ମୋଟ୍‌ ୮୮ ଜଣ କରୋନା ପଜିଟିଭ ଚିହ୍ନଟ:ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୮୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ତଳକୁ ଖସିଛି | ୮୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା...

ବଡ଼ ଧରଣର ବିସ୍ଫୋରଣ: ୭ ମୃତ, ୭୦ ଆହତ:ପାକିସ୍ତାନ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ପେଶୱାରଠାରେ ମଙ୍ଗଳବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଯାଇଛି। ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଊର୍ଧ୍ବ ଲୋକ ଆହତ ହୋଇଛନ୍ତି। ପେଶୱାରର...