Home MIRACLE

MIRACLE

ବୁରେଭି ଆଜି ଗଭୀର ଅବପାତ ରୂପେ ତାମିଲନାଡୁ ଅତିକ୍ରମ କରିବ

କୋଚି: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ...

ଓଡ଼ିଶାରେ ମୃଦୁ ଭୂମିକମ୍ପ ବିଳମ୍ବିତ ରାତ୍ରୀରେ ଉତ୍ତର ଓଡ଼ିଶାରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସିଲେ

ବାଲେଶ୍ୱର: ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି। ରାତି ୨:୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୩.୯ ଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌...

ବାହାଘରରୁ ଫେରୁଥିବା କାର୍‌ ଉପରେ ବାଲି ବୋଝେଇ ଟ୍ରକ୍‌ ଓଲଟି ପଡ଼ିବାରୁ ୮ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ପାହାନ୍ତା ସମୟରେ ଉତ୍ତର ପ୍ରଦେଶର କୌଶାମ୍ବୀରେ ଠିଆ ହୋଇଥିବା ଏକ କାର୍‌ ଉପରେ ଗୋଟାଏ ବାଲିଭର୍ତ୍ତି ଟ୍ରକ୍‌ ଓଲଟି ପଡ଼ିବାରୁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏକ ବାହାଘର ଉତ୍ସବରେ...

ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ମିଗ୍‌-୨୯ ପ୍ରଶିକ୍ଷଣ ବିମାନ ଜଣେ ପାଇଲଟ୍‌ ଉଦ୍ଧାର

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ତାଲିମ ନିମନ୍ତେ ଉଦ୍ଦିଷ୍ଟ ଏକ ‘ମିଗ୍‌-୨୯କେ’ ବିମାନ ଆରବ ସାଗରରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଶୁକ୍ରବାର ଦିନ ଭାରତୀୟ ନୌସେନା କହିଛି। ଏହି ବିମାନରେ...

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ୨୬ ବର୍ଷ ପରେ ପୁରୀ ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା...

ଭାରତୀୟ ପାଣିପାଗ ସଂସ୍ଥାନ ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ

ନୂଆଦିଲ୍ଲୀ: ଆଗାମୀ ତିନି ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଗୁରୁବାର ସକାଳେ ଭାରତୀୟ ପାଣିପାଗ ସଂସ୍ଥାନ ଘୋଷଣା କରିଛି। ଗୁରୁବାର ପ୍ରାରମ୍ଭରେ...

‘ନିଭାର’ ବାତ୍ୟାର ସ୍ଥଳଭାଗକୁ ପ୍ରବେଶ କରିବା ପୂର୍ବରୁ ଚେନ୍ନାଇରେ ଅତି ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ନିଭାର’ ଦକ୍ଷିଣପୂର୍ବ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ବୁଧବାର ସକାଳେ ତାମିଲନାଡୁର ଚେନ୍ନାଇରେ ଅତି ପ୍ରବଳ ବୃଷ୍ଟିପାତ ହୋଇଛି। ବାତ୍ୟା ଓ ବୃଷ୍ଟିପାତ କାରଣରୁ ଇଣ୍ଡିଗୋ ତା’ର...

ତାମିଲନାଡୁର ୭ଟି ଜିଲ୍ଲାରେ ବନ୍ଦ ହେଲା ବସ ସେବା ନିଭାର ଭୀଷଣ ବାତ୍ୟା ରୂପ

ଭୁବନେଶ୍ୱର : ଭୀଷଣ ବାତ୍ୟାର ରୂପ ନେଉଛି ‘ନିଭାର୍‌’। ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ଔଷଧପତ୍ର ନଷ୍ଟ

ବରଗଡ଼: ରବିବାର ବିଳମ୍ବିତ ରାତ୍ରୀରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉପର ତାଲାରେ ଥିବା ଶିଶୁ ବିଭାଗ ଓ୍ଵାର୍ଡରେ ନିଆଁ ଲାଗିଯିବାରୁ ବହୁ ଔଷଧପତ୍ର ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ନଷ୍ଟ...

ଜଣେ ବ୍ୟକ୍ତି ଓ କ୍ରୀତଦାସଙ୍କ ଦେହାବଶେଷ ୨୦୦୦ ବର୍ଷ ତଳେ ଇଟାଲିରେ ଉଦ୍‌ଗୀରଣ ହୋଇଥିବା ଆଗ୍ନେୟଗିରି ପାଉଁଶରୁ ବାହାରିଲା

ନୂଆଦିଲ୍ଲୀ: ପ୍ରାୟ ୨୦୦୦ ବର୍ଷ ପୂର୍ବେ ପମ୍ପେଇର ‘ମାଉଣ୍ଟ୍‌ ଭେଜୁଭିୟସ୍‌’ରୁ ଉଦ୍‌ଗୀରଣ ହୋଇଥିବା ଲାଭା ପାଉଁଶରୁ ଦୁଇଜଣ ବ୍ୟକ୍ତିଙ୍କର କଙ୍କାଳ-ଅବଶେଷ ଆବିଷ୍କାର କରିଥିବା କଥା ରବିବାର ଦିନ ଇଟାଲିର ପ୍ରତ୍ନତାତ୍ତ୍ୱିକ ପାର୍କରେ ଗବେଷକମାନେ...

Stay connected

28FansLike
0FollowersFollow
167SubscribersSubscribe

Latest article

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୯୩୨୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୯୩୨୯ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୧୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୬ ଜଣ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ...

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ୪ର୍ଥ ଥର ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଯ଼ଥାକ୍ରମେ ୨୯ ପଇସା ଓ ୩୪ ପଇସା...

ମାସ୍କକୁ ସଠିକରେ ବ୍ୟବହାର କଲେ ବିଷଲ୍ୟକରଣୀ ଭଳି କାମ କରିବ

ଭୁବନେଶ୍ୱର: ଘର ଭିତରୁ ବାହାରକୁ ନଯାଇ ମଧ୍ୟ ବୟସ୍କ ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଉଛନ୍ତି । ଘରର ଅନ୍ୟ ଯୁବବର୍ଗ କୋଭିଡ-୧୯ ନିୟମ ପାଳନ କରୁ ନଥିବାରୁ ଏଭଳି ହୋଇପାରେ ବୋଲି...