Home Health

Health

ଏଲୋପାଥି ମନ୍ତବ୍ୟ ପ୍ରତ୍ୟାହାର କଲେ ଯୋଗ ଗୁରୁ ରାମଦେବ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ରବିବାର ଦିନ ଯୋଗ ଗୁରୁ ରାମଦେବ କହିଛନ୍ତି। ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ...

ଏଥର ଘରେ ବସି କରିପାରିବେ କରୋନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଭାରତ ଦିନକୁ ୧୬-୧୯ ଲକ୍ଷ ନମୁନା ପରୀକ୍ଷା କରୁଛି। ମେ’ ୧୯ରେ, ଭାରତ ୨୦ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଥିଲା। ତଥାପି, ଅନେକ ଅଭିଯୋଗ...

ବିଆର୍‌ଜି ‘ଅମ୍ଳଜାନ’ କାରଖାନା ବନ୍ଦ

ଓଡ଼ାପଡ଼ା: ଅତି ଭୟା‌ନକ ରୂପ ନେଲାଣି କରୋନାର ଦ୍ବିତୀୟ ଲହର। ଭୂତାଣୁ ଯେତିକି ବିପଦ ଠିଆ କରିଛି, ଅମ୍ଳଜାନର ଘୋର ଅଭାବ ତା’ଠାରୁ ଢେର୍‌ ଅଧିକ ସଂକଟମୟ ସ୍ଥିତି ସୃଷ୍ଟି କଲାଣି। ଦେଶରେ...

୨୪ ଘଣ୍ଟାରେ ରାଜ୍ୟରେ ୫୮୮ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୫୭୩କୁ ବଢ଼ିଥିବା ବେଳେ ଆଜି ୫୮୮ ଜଣ ନୂଆ କରୋନା ପଜିଟିଭ...

ଅଧିକ କରୋନା ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇପାରେ କରୋନା ଟିକାର ଅଭାବ। ମହଜୁଦ ଅଛି ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା । ଗଚ୍ଛିତ ଟିକା ୨ ଦିନ ଯିବା ନେଇ ଆଶଙ୍କା ପ୍ରକାଶ। ଅଧିକ ଟିକା...

ଗଞ୍ଜାମରେ କଡ଼ାକଡ଼ି ହେଲା କରୋନା କଟକଣା

ବ୍ରହ୍ମପୁର: କରୋନା ପାଇଁ ଜିଲ୍ଲା ପ୍ରଶାସନ ଗଞ୍ଜାମରେ ବଡ଼ ପଦକ୍ଷେପ ନେଇଛି। ବାହାଘରରେ କେବଳ ଶହେ ଲୋକ ସାମିଲ ହେବା ସହ ଭୋଜିରେ ଖାଦ୍ୟପୁଡ଼ିଆ ବାଣ୍ଟିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା...

କୋଭିଡ୍‌-୧୯ ପରିସ୍ଥିତି ଲାଗି ରହିଲେ ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଜାରି ହୋଇପାରେ

ମୁମ୍ବାଇ: ଯଦି କୋଭିଡ୍‌-୧୯ ପରିସ୍ଥିତି ଲାଗି ରହିବ ତେବେ, ମହାରାଷ୍ଟ୍ରରେ ପୁଣି ଥରେ ଲକ୍‌ଡାଉନ୍‌ ଜାରି ହେବ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି।କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ସଂକ୍ରାନ୍ତରେ...

ରାଜ୍ୟରେ ପୁଣି ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ବଢ଼ି ବଢ଼ି ଚାଲିଛି କରୋନା ମିଟର୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬୭ ଜଣ ସଂଗରୋଧ କେନ୍ଦ୍ରରୁ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୯୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡସଂଖ୍ୟକ ୩୯୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୨୩୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୩ ଜଣ...

୨୪ଘଣ୍ଟାରେ ରାଜ୍ୟରେ ୨୯୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟାରେ ୨୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ...

Stay connected

28FansLike
0FollowersFollow
167SubscribersSubscribe

Latest article

ଜାତୀୟ ଅର୍ଥନୀତିକୁ କରୋନା ଝଟ୍‌କା, ଅଭିବୃଦ୍ଧି ହାର -୭.୩%

ନୂଆଦିଲ୍ଲୀ : କରୋନା ମହାମାରୀ ଅର୍ଥନୀତିକୁ ଶକ୍ତ ଝଟ୍‌କା ଦେଇଛି। ଏହାର ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧିରେ ରେକର୍ଡ ହ୍ରାସ ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି -୭.୩ ପ୍ରତିଶତ ସଙ୍କୁଚିତ ହୋଇଛି। ଗତ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୭୩୫ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୭୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୮୯୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୮୪୩ଜଣ...

୨୪ ଘଣ୍ଟାରେ ନୂଆ ୧ ଲକ୍ଷ ୨୭ ହଜାର ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା କୋପ କମିବାରେ ଲାଗିଛି। ଗତ ସପ୍ତାହରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨ ଲକ୍ଷ ପାଖାପାଖି ରହୁଥିବା ବେଳେ ଦୀର୍ଘ ଚାରି ଦିନ ହେଲା ତାହା ଲଗାତାର ଦୁଇ...