ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ ପରୀକ୍ଷା
ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ୍ ବୋର୍ଡ ପରୀକ୍ଷା । ମାଦ୍ରାସା ପରୀକ୍ଷାକୁ ମଧ୍ୟ ବାତିଲ କଲେ ରାଜ୍ୟ ସରକାର । ଘୋଷଣା କଲେ...
ବାତିଲ୍ ହେଲା ଆଇସିଏସ୍ଇ ଦଶମ ପରୀକ୍ଷା
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହୋଇ ଚାଲିଥିବା କାରଣରୁ ଆଇସିଏସ୍ଇ ଦଶମ ପରୀକ୍ଷାକୁ ବାତିଲ୍ କରିଛି କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ସ(ସିଆଇଏସ୍ସିଇ) ବୋର୍ଡ। ଏହା ସହ ବୋର୍ଡ ଦ୍ୱାଦଶ...
ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ବର: ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ମାଟ୍ରିକ ନୁହେଁ ବରଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।...
ଜୁନ୍ ୧୭ରୁ ୨୪ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା
ଭୁବନେଶ୍ବର: ଚଳିତବର୍ଷ ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଜେଇଇ ପରୀକ୍ଷା । ଏଥିପାଇଁ ଏପ୍ରିଲ ୧୪ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି । ମେ ୧୫ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ...
୩୦ରେ ହେବ ଦଶମ ଅଭ୍ୟାସ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ପଶୁଛି। ଯେଉଁଥିପାଇଁ ମାସକ ମଧ୍ୟରେ ଭୁବନେଶ୍ୱରରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନକୁ ସିଲ୍ କରାଗଲାଣି। ଆଉ ଦୁଇରୁ ତିନୋଟି ଉପରେ ନଜର ରଖାଯାଇଛି।...
ନବମ ଓ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବନି ସ୍କୁଲ
ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।ସେ କହିଛନ୍ତି, କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ...
ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକଙ୍କ ପଦବୀ ଖାଲି ରହିଛି
ଭୁବନେଶ୍ୱର: ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଆଜି ବିଧାନସଭାରେ ଏନେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ | ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ...
ଗବେଷଣା ହବ୍ ହେବ ଭୁବନେଶ୍ବର
ନୂଆଦିଲ୍ଲୀ: ଗବେଷଣା ଓ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ବରକୁ କେନ୍ଦ୍ର ସରକାର ଗୁରୁତ୍ବ ଦେବାକୁ ଯାଉଛନ୍ତି। ଦେଶର ୯ଟି ପ୍ରମୁଖ ସହରକୁ ଗବେଷଣା ଓ ଉଚ୍ଚ ଶିକ୍ଷା ହବ୍ ପ୍ରତିଷ୍ଠା କରିବା...
ଅଗଷ୍ଟ ୧ରେ ‘ନିଟ୍-୨୦୨୧’ ପରୀକ୍ଷା
ନୂଆଦିଲ୍ଲୀ: ‘ଅଣ୍ଡର୍ଗ୍ରାଜୁଏଟ୍ ମେଡିକାଲ୍ କୋର୍ସେସ୍’ରେ ନାମ ଲେଖାଇବା ପାଇଁ ଅଗଷ୍ଟ ୧ ତାରିଖ ଦିନ ‘ନ୍ୟାସ୍ନାଲ୍ ଇଲିଜିବିଲିଟି କମ୍ ଏନ୍ଟ୍ରାନ୍ସ୍ ଟେଷ୍ଟ୍’ (ଏନ୍ଇଇଟି) ପରୀକ୍ଷା କରାଯିବ ବୋଲି ଗତକାଲି ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’...
ଯୁକ୍ତ ଦୁଇ ପରୀକ୍ଷା ମେ ୧୮ ତାରିଖରୁ
ଭୁବନେଶ୍ବର: ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଓ ପରୀକ୍ଷା ଉଭୟ ପ୍ରଭାବିତ ହୋଇଥିବା ବେଳେ ଶେଷରେ ଆସନ୍ତା ମେ ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ମେ...