ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ହତ୍ୟା ଘଟଣା
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ। ତେବେ ସେଦୁହେଁ ଫେରାର ଅଛନ୍ତି।ସୂଚନାଯୋଗ୍ୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି! ୨...
ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର
ରାସ୍ତାକଡ଼ରେ ଯୁବତୀଙ୍କୁ ଫିଙ୍ଗିଦେଇ ଚାଲିଗଲେ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଜଣ ଯୁବକ ସ୍କୁଟିରେ ଯୁବତୀଙ୍କୁ ଆଣି ରାସ୍ତାକଡ଼ରେ ଫୋପାଡି ଦେଇ...
ଭଦ୍ରକରେ ଚାଲିଛି ବେଆଇନ ବାଲିଚାଲାଣ
ଭଦ୍ରକ ଜିଲ୍ଲାର ଭଣ୍ତାରୀପୋଖରୀ ତହସିଲ ଅଧୀନସ୍ଥ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କେତେବେଳେ କେମିତି ନାମକୁମାତ୍ର...
ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର!
ପୁଅପିଲାର ଦାନ୍ତ ଉପରେ ଦାନ୍ତ ବାହାରିଲେ ଆଦିବାସୀ ହୋ ସଂପ୍ରଦାୟର ଲୋକମାନେ ତାକୁ ଅଶୁଭ ବୋଲି ବିଚାର କରନ୍ତି। ତା’ ଉପରେ ରିଷ୍ଟ ପଡ଼େ ବୋଲି କୁହାଯାଏ। ଏହି ବିପଦ ଖଣ୍ଡନ ପାଇଁ...
ରାଜଧାନୀରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀମାନଙ୍କୁ ଧାରଣାସ୍ଥଳରୁ ଉଠାଇନେଲା ପୁଲିସ୍
ସ୍ଥାୟୀ ନିଯୁକ୍ତି ଦାବି କରି ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ୍ ଉଠାଇନେଇଥିବାର ଖବର ମିଳିଛି। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ...
ଫାର୍ଶାରେ ଭାଇକୁ ହାଣିଲା ଭାଇ
ସାଲେପୁର ଥାନା ବାଲିସାହି ପଞ୍ଚାୟତର ମାଛୁଆତି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୮ଟାରେ ସାନଭାଇର ଫାର୍ଶା ଚୋଟରେ ବଡ଼ଭାଇ ଗୁରୁତର ଆହତ ହୋଇଥିଲେ। ବଡ଼ଭାଇଙ୍କୁ ସାଲେପୁର ଡ଼ାକ୍ତରଖାନାରେ ପ୍ରାଥମିକ...
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଯୁବକଙ୍କୁ ଆକ୍ରମଣ
ସ୍ଥାନୀୟ ବରମୁଣ୍ଡା ବସଷ୍ଟାଣ୍ଡରେ ଦାଦାବଟି ନ ଦେବାରୁ ଯୁବକଙ୍କୁ ହୋଇଛି ଆକ୍ରମଣ । ବସ୍ ଡ୍ରାଇଭର ବିଶ୍ବଜିତ ଜାନିଙ୍କୁ ଆକ୍ରମଣ କରିଛନ୍ତି କିଛି ଯୁବକ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି...
ସାଜିଦ୍ ଖାନ୍ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ଶେର୍ଲିନ୍
ବଲିଉଡ୍ର ଅନ୍ୟତମ ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ସାଜିଦ୍ ଖାନ୍ଙ୍କ ଉପରେ ଏକ ସାଂଘାତିକ ଅଭିଯୋଗ ଲଗାଇଛନ୍ତି ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା। ଅଭିନେତ୍ରୀ ଶେର୍ଲିନ୍ ସୋମବାର ଏକ ଟୁଇଟ୍ କରି...
କୋଲକାତା ବିଜେପି ରାଲିରେ ପଥରମାଡ
କୋଲକାତାରୁ ପୁଣି ରାଜନୈତିକ ହିଂସାର ଖବର ଆସିଛି । ବିଜେପି-ଟିଏମସି କର୍ମୀ ମୁହାଁମୁହିଁ ହୋଇଛନ୍ତି ଏବଂ ବିଜେପି ରାଲିରେ ପଥରମାଡ ହୋଇଛି । ବିଜେପିର ରୋଡ ସୋ’ ବେଳେ ପଥରମାଡ ହେବା ପରେ...
ସୁନ୍ଦରଗଡ଼ ବିଭତ୍ସ ହତ୍ୟାକାଣ୍ଡ
ସୁନ୍ଦରଗଡ଼ର ବିଭତ୍ସ ହତ୍ୟାକାଣ୍ଡରେ ଜଡ଼ିତ ଥିବା ସନ୍ଦେହରେ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି। ଏଦୁହେଁ ସଂପର୍କରେ ଜ୍ବାଇଁ ଏବଂ ଶାଶୁ। ଜ୍ବାଇଁର ନାଆଁ ଭଜା ଓରାମ ବୋଲି ଜଣାଯାଇଛି। ଶାଶୁଙ୍କ...