ପୁଞ୍ଜି ପ୍ରତ୍ୟାହାର ତ୍ରୁଟି ଧରିଲେ ସିଏଜି
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୭/୦୯ (ବ୍ୟୁରୋ)- ଗୋଟିଏ ସରକାରୀ କଂପାନିକୁ ଆଉ ଏକ ସରକାରୀ କଂପାନିକୁ ବିକ୍ରି କରି କେନ୍ଦ୍ର ସରକାର ତାହାକୁ ଗୁରୁତ୍ବପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର ଭାବେ ବର୍ଣ୍ଣନା କରିଛନ୍ତି। ୨୦୧୮-୧୯ରେ...
ରୟାଲ୍ଟି ଆୟ ୧୩୦୦ କୋଟି କମିଲା
ଭୁବନେଶ୍ବର , ଆଚିଭର୍ସ ନ୍ୟୁଜ୍ ୨୬/୦୯ (ବ୍ୟୁରୋ)- କରୋନା ମହାମାରୀ ରାଜ୍ୟ ସରକାରଙ୍କ ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଖଣି କ୍ଷେତ୍ରରୁ ରୟାଲ୍ଟି ଆୟ ହ୍ରାସ ପାଇଛି। ଚଳିତ ବର୍ଷ ଏପ୍ରିଲ୍-ସେପ୍ଟେମ୍ବର ମଧ୍ୟରେ...
ଏସ୍ଡିଆର୍ଏଫ୍ର ୫୦% ଅର୍ଥ କରୋନା ମୁକାବିଲାରେ ଖର୍ଚ୍ଚ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୫/୦୯ (ବ୍ୟୁରୋ)- କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍ଡିଆର୍ଏଫ୍)ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ...
୫୦,୦୦୦ ଟଙ୍କା ତଳକୁ ଖସିଲା ସୁନା ଦାମ୍
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୪/୦୯ (ବ୍ୟୁରୋ)- ଗତ କିଛି ଦିନ ଧରି ସୁନା ମୂଲ୍ୟରେ ଯେଉଁ ହ୍ରାସର ଧାରା ଆରମ୍ଭ ହୋଇଥିଲା ତାହା ଜାରି ରହିଛି। ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ (ଏମ୍ସିଏକ୍ସ)ରେ...
ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ ସମବାୟ ବ୍ୟାଙ୍କ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୩/୦୯ (ବ୍ୟୁରୋ)- ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସୀମା ମଧ୍ୟକୁ ଆଣିବା ଲାଗି ବ୍ୟାଙ୍କିଙ୍ଗ୍ ନିୟାମକ ନିୟମରେ ଯେଉଁ ସଂଶୋଧନ କରାଯାଇଥିଲା ତାହା ସଂସଦରେ ଗୃହୀତ ହୋଇଛି।...
ଋଣ ଶୁଝିନଥିଲେ କୋର୍ଟକୁ ଟଣା ହେବେନି
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୦/୦୯ (ବ୍ୟୁରୋ)- କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା କର୍ପୋରେଟ୍ ଜଗତକୁ ଆବଶ୍ୟକ ହେଉଥିବା ଜରୁରୀକାଳୀନ ଆଶ୍ବସ୍ତି ପ୍ରଦାନ କରିବା ଲାଗି ଇନସଲ୍ଭନ୍ସେି ଆଣ୍ଡ୍ ବ୍ୟାଙ୍କରପ୍ସି...
୧୦୦ କୋଟି ଟଙ୍କାର ତିନିଟି ହୋଟେଲ୍ ଜବତ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୯/୦୯ (ବ୍ୟୁରୋ)- ପିଏମ୍ସି ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୦୦ କୋଟି ଟଙ୍କା ମୂଲ୍ୟର ତିନିଟି ହୋଟେଲ୍କୁ ଦିଲ୍ଲୀରେ ଜବତ କରାଯାଇଛି। ଦିଲ୍ଲୀର କୈଳାସ କଲୋନିରେ...
ଉତ୍କଟ ଦାରିଦ୍ର୍ୟ କବଳରେ ୩ କୋଟି ୭୦ ଲକ୍ଷ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୬/୦୯ (ବ୍ୟୁରୋ)- କରୋନା ମହାମାରୀ ବିଶ୍ବର ୩ କୋଟି ୭୦ ଲକ୍ଷ ଲୋକଙ୍କୁ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି। ବିଗତ ୨୫ ବର୍ଷରେ ଏକ୍ଷେତ୍ରରେ ହୋଇଥିବା ଅଗ୍ରଗତି...
ପିଆଜ ରପ୍ତାନି ଉପରେ କଟକଣା
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୫/୦୯ (ବ୍ୟୁରୋ)- ଭାରତ ସରକାର ଆଜି ସବୁ ପ୍ରକାର ପିଆଜର ରପ୍ତାନି ଉପରେ କଟକଣା ଜାରି କରିଛନ୍ତି। ତେବେ କଟା ହୋଇଥିବା କିମ୍ବା ପାଉଡର୍ ଆକାରରେ ବିକ୍ରି ହେଉଥିବା...
ବସ୍ ପାଇଁ ଇଲେକ୍ଟ୍ରୋନିକ୍ ସ୍ଥିରତା ନିୟନ୍ତ୍ରଣ ବାଧ୍ୟତାମୂଳକ ହେବ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୪/୦୯ (ବ୍ୟୁରୋ)- ପରିବହନରେ ବ୍ୟବହୃତ ହେଉଥିବା ଯାନଗୁଡ଼ିକର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ୨୦୨୩...