ଭାରସାମ୍ୟ ହରାଇ ଓଲଟିଲା ବସ୍

0
22
breaking news of odisha, latest breaking news of odisha , top media agency in Odisha, latest odisha news, best news media agency in bhubaneswar,top news media agency in bhubaneswar,odisha breaking news,odisha latest news,odisha news

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ କେନ୍ଦ୍ରାପଡ଼ା-ବଢିଇ ରାସ୍ତାର କୁମାରୁଣି ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ । ଏହି ଦୁର୍ଘଟଣାରେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମହାକାଳପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କେନ୍ଦ୍ରାପଡ଼ା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଭୋର ସକାଳୁ ଭୁବନେଶ୍ୱର ଯାଉଥିଲା । ଭୋର ପ୍ରାୟ ସାଢେ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here