ଅନୁପ ସାଏ ଗିରଫ

0
167
abc
abc

ବିଜେଡି ନେତା ଅନୁପ ସାଏ ଗିରଫ । ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନୁପଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ସୂଚନାଯୋଗ୍ୟ ଯେ ଛତିଶଗଡର ରାୟଗଡ ପୋଲିସ୍ ଗତକାଲି ରାତିରେ ବିଜେଡି ନେତା ଅନୁପ ସାଏଙ୍କୁ ତାଙ୍କ ଘରୁ ଉଠାଇନେଇଥିବା ଜଣାପଡିଛି । ଗତକାଲି ରାତିରେ ଛତିଶଗଡ ପୋଲିସର ଏକ ଟିମ୍ ଆସି ତାଙ୍କୁ ନେଇ ଯାଇଥିଲା । ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧର ଥାନାରେ ରଖାଯାଇଛି । ସୂଚନାନୂସାରେ ଅନୁପ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ରହିଥିଲେ ।ବର୍ତମାନ ସେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି ।

LEAVE A REPLY

Please enter your comment!
Please enter your name here