ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା

0
6

ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ବନ୍ଦ ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିବ । ମେ’୧ରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ବନ୍ଦ ରଖିଛି ରାଜନଗର ବନବିଭାଗ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବଉଳା କୁମ୍ଭୀରଙ୍କ ପଜନନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ପ୍ରଜନନ ପାଇଁ ମା କୁମ୍ଭୀରମାନେ ସ୍ଥଳ ଭାଗକୁ ଚାଲି ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here