ମାର୍ଚ୍ଚରେ ୮ଦିନ ବ୍ୟାଙ୍କ ବନ୍ଦ…

0
392
BBM
BBM

ଆଚିଭରର୍ସ ନ୍ୟୁଜ୍‌:ମାର୍ଚ୍ଚ ମାସରେ କ୍ରମାଗତ ୮ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ ବ୍ୟାଙ୍କ ଆକଉଂଟ ସର୍ମ୍ପକୀତ କୌଣସୀ କାମ କରିବେ ନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବା କାରଣରୁ ନେଣଦେଣ ପ୍ରକ୍ରିୟାରେ ଅସୁବିଧା ହୋଇପାରେ ତେଣୁ ସମୟ ପୂର୍ବରୁ ନିଜର ବ୍ୟାଙ୍କ ସମ୍ବଦ୍ଧିତ କାର୍ଯ୍ୟ ଶେଷ କରିବା ଉଚିତ୍ । ସୂଚନାନୂସାରେ ମାର୍ଚ୍ଚ ୮ତାରିଖରୁ ୧୫ ପର୍ଯ୍ୟନ୍ତ ସରକାରୀ କାମ ବନ୍ଦ ରହିବ । ମାର୍ଚ୍ଚ ୮ ତାରିଖ ରବିବାର , ୯ଓ ୧୦ ତାରିଖ ଫଗୁ ପୂର୍ଣ୍ଣିମା ଓ ହୋଲି ପର୍ବ ପାଳନ ହେବ । ପରେ ସରକାରୀ ବ୍ୟାଙ୍କ କର୍ମଚାରୀ ଫେଡେରେଶନ୍ ଅଫ୍ ଇଣ୍ଡିଆ ମାର୍ଚ୍ଚ ୧୧ରୁ ୧୩ ମଧ୍ୟରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ । ମାର୍ଚ୍ଚ ୧୪ ଶନିବାର ଓ ୧୫ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here