ଓଡ଼ିଶାରେ ଅମିତ୍ ଶାହ

0
199
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ପୂର୍ବାଂଚଳ ପରିଷଦ ବୈଠକରେ ଅମିତି ଶାହ ଅଧ୍ୟକ୍ଷତା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିଲେ । ଏହା ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏହି ବୈଠକରେ ଉପସ୍ଥିତ ଥିଲେ । ପୂର୍ବାଂଚଳ ପରିଷଦ ବୈଠକରେ ଓଡ଼ିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମଙ୍ଗ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ, ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବହୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଆର୍ଥିକ, ବୈଷୟିକ, ବିଜ୍ଞାନ ଦୃଷ୍ଟିରୁ ପୂର୍ବାଂଚଳକୁ ଗୁରୁତ୍ୱ ଦେବାକୁ ଅମିତ୍ ଶାହାଙ୍କୁ ନବୀନ ପଟ୍ଟନାୟକ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here