ବନ୍ଧୁତାରୁ ପ୍ରେମ, ଶେଷରେ ବିବାହ ବନ୍ଧନରେ ଆବଦ୍ଧ

0
256
abc
abc

କଥାରେ ଅଛିକି ପ୍ରେମ ନିଶା ବହୁତ ମଜବୁତ୍ । ପ୍ରେମ ଥରେ ମଣିଷ ସବୁ କିଛି ଭୁଲି ଯାଏ ଏବଂ ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସେ ପ୍ରସ୍ତୁତ ହୋଇଯାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡର କୋରବା ଜିଲ୍ଲାରେ । ଏହି ଜିଲ୍ଲାରେ ସୋସିଆଲ ମିଡିଆରେ ମାଧ୍ୟମରେ ଜଣେ ଯୁବକ ଆମେରିକୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି । ଯୁବତୀ ଜଣକ ସୁଦୂର ଆମେରିକାରୁ ଆସି ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ମଧ୍ୟ କରିଥିବା ଜଣାପଡିଛି । ସୂଚନାନୂସାରେ ଆମେରିକାର ରିନେ ପାଟିନଙ୍କର କୋରବାର ସୋହମଙ୍କ ସହିତ ୮ବର୍ଷ ପୂର୍ବରୁ ବନ୍ଧୁତା ହୋଇଥିଲା । ବନ୍ଧୁତା ପରେ ଏହା ପ୍ରେମରେ ପରିଣତ ହୋଇଛି । ଶେଷରେ ଭାଲେଂଟାଇନ୍ ସପ୍ତାହରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here