ପୁଣି ଅସୁସ୍ଥ ଋିଷି

0
858
rishi
rishi

ପୁଣି ଅସୁସ୍ଥ ଲୋକପ୍ରିୟ ଅଭିନେତା ଋିଷି କାପୁର । ନ୍ୟୁଟ୍ରୋଫିଲ୍ସ କାଉଂଟ ହ୍ରାସ ପାଇବା ଯୋଗୁଁ ସେ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଅବଶ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି । ତାଙ୍କ ଅସୁସ୍ଥ ଥିବା ଖବର ଶୂଣିବା ପରେ ପରିବାର ଲୋକ ଏବଂ ଫ୍ୟାନମାନେ ଚିନ୍ତିତ ହୋଇ ପଡିଥିଲେ ସେମାନଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି । ଆହୁରି ମଧ୍ୟ ଲେଖିଛନ୍ତି କି ତାଙ୍କୁ ସାମନ୍ୟ ଜ୍ୱର ହୋଇଥିଲା । ଯଦି ଠିକ୍ ସମୟରେ ଚିକିତ୍ସା ନକରାଇଥାନ୍ତେି ତାହାଲେ ନିମୋନିଆ ହୋଇ ଯାଇଥାନ୍ତା । ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି । ଏବେ ସେ କେମିତି ଆପଣଙ୍କୁ ଏଂଟରଟେନ୍ କରିବେ ତାହା ଭାବୁଛନ୍ତି । ସୂଚନାନୂସାରେ ୨୦୧୮ରେ କ୍ୟାନସରରେ ପୀଡିତ ହୋଇଥିବା ଜଣାପଡିଥିଲା । ଚିକିତ୍ସା ପରେ ଗତବର୍ଷ ଭାରତ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here