୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଉଦ୍ଧାର ସ୍ୱାଭିମାନ ଅଞ୍ଚଳରେ

0
48

ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ଯୋଜନକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଗୋରା ସେତୁ ନିକଟରେ ବିଏସଏଫର ଯବାନମାନେ ୭ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ଉଦ୍ଧାର କରିଥିଲେ  ।

ଗୋରା ସେତୁରୁ ଟୁଟୁଗନ୍ଧି ଅଞ୍ଚଳରେ ସୁରକ୍ଷା ବାହିନୀ କମ୍ବିଂ କରୁଥିବା ସମୟରେ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ପୋତା ଯାଇଥିବା ଖବର ପାଇଥିଲେ। ବିଏସଏଫର ବୋମା ଉଦ୍ଧାରକାରୀ ଦଳ ୭ଟି ଲ୍ୟାଣ୍ଡ ମାଇନ୍ ଓ ବୋମାର କିଛି ତାରକୁ ଉଦ୍ଧାର କରିଥିଲେ ୯ ନମ୍ବର ବିଏସଏଫ୍ ବାଟାଲିୟନ।

LEAVE A REPLY

Please enter your comment!
Please enter your name here