୩୬ଜଣିଆ ସାଧାରଣ ସମ୍ପାଦକ ଟିମ୍‌

0
93

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୭/୦୭ (ବ୍ୟୁରୋ)- ଏତର ନୂଆ ଢ଼ାଞ୍ଚାରେ ସାଂଗଠନିକ ପୁନର୍ବିନ୍ୟାସ ଚଳାଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ବରିଷ୍ଠ ଉପସଭାପତି, ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ଜିଲ୍ଲା ମହିଳା ସଂଗଠନ ପ୍ରଭାରୀ ପରେ ଆଜି ବିଜେଡ଼ି ୩୬ଜଣିଆ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ଟିମ୍ ଘୋଷଣା କରିଛି । ଏହି ଟଇମ୍‌ରେ ଯୁବବର୍ଗଙ୍କୁ ବେଶ୍ ଗୁରୁତ୍ୱ ଦେଇଛନ୍ତି ନବୀନ । ଅଧକାଂଶ ଯୁବ ନେତା ଏଥିରେ ସ୍ଥାନ ପାଇଛନ୍ତି । ଏଥିରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଯୁବବ୍ୟାପାର ଓ ବ୍ୟୋମକେଶ ରାୟଙ୍କୁ ଛାତ୍ର ସଂଗଠନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here