୩୦ ଟଙ୍କାରେ ଚିକେନ୍ ଫୁଲ ପ୍ଲେଟ୍

0
357
bgt
df

ଗୋରଖପୁର(ଆଚିଭର୍ସ ନ୍ୟୁଜ୍‌): କରୋନା ପାଇଁ ଚିକେନ୍ ଶସ୍ତା । ଚିକେନ୍ ଖାଇବା ଦ୍ୱାରା କରୋନା ବ୍ୟାପୁଥିବା ଗୁଜବକୁ ନେଇ ୟୁପିର ଗୋରଖପୁରରେ ଚିକେନ୍ ଫୁଲପ୍ଲେଟ ମାତ୍ର ୩୦ଟଙ୍କାରେ ବିକ୍ରି ହେଉଥିବା ଶୁଣିବାକୁ ମିଳିଛିି । ଗୋରଖପୁର ପୋଲଟ୍ରି ଫାର୍ମା ଆସୋସିଏଶନ ପକ୍ଷରୁ ଏକ ଚିକେନ ମେଳାର ଆୟୋଜନ କରାଯାଇଥିଲା। ସେଠାରେ ଚିକେନ୍ ତରକାରୀ ପ୍ଲେଟ ପିଛା ୩୦ ଟଙ୍କା ଦରରେ ମିଳୁଥିବା ବେଳେ ମାତ୍ର ଅଳ୍ପ ସମୟ ମଧ୍ୟରେ ଏହା ଶେଷ ହୋଇଯାଇଥିବା କହିଛନ୍ତି ଏହାର ଆୟୋଜକ। ଏଠାରେ ଲୋକମାନଙ୍କ ମଧ୍ୟରେ କରୋନା ଭାଇରସ ଚିକେନ, ମାଛ ବା ମାଂସରୁ ବ୍ୟାପୁନାହିଁ ବୋଲି ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here