ହୋଲି ପୂର୍ବରୁ କର୍ମଚାରୀଙ୍କୁ ଝଟକା: କମିଲା EPFO ସୁଧହାର

0
567
gg
erg

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): କମିଲା EPFO ସୁଧହାର । EPFO ସୁଧ ହାର ୦.୧୫ ପ୍ରତିଶତ ହ୍ରାସ ହୋଇଛି। ଏବେ ସୁଧ ହାର ୮.୬୫%ରୁ ୮.୫୦%କୁ ହ୍ରାସ ହୋଇଛି । ୨୦୧୯-୨୦ ବର୍ଷ ପାଇଁ ଏହି ସୁଧ ହାର ହ୍ରାସ କରାଯାଇଛି । ସୁଧ ହାର ହ୍ରାସ ନେଇ EPFOର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଏହି ଯୋଜନାର ଫାଇଦା ଉଠାଉଥିବା ୬ କୋଟି କର୍ମଚାରୀ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ରହିଛି । ହୋଲି ପୂର୍ବରୁ EPFO ସୁଧ ହାର ହ୍ରାସ  ବେତନଭୋଗୀଙ୍କୁ ଝଟକା ଦେଇଛି ।

LEAVE A REPLY

Please enter your comment!
Please enter your name here