ହୋଲଡିଂ ଟ୍ୟାକ୍ସ ନଦେଇଥିଲେ ଆଜିଠୁ କଟିବ ପାଣି ବିଜୁଳି !

0
579
ff
f

ଭୁବନେଶ୍ୱର: ଆଜିଠୁ ହୋଲ୍‌ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ମିଳିବନି ବିଜୁଳି, ପାଣି । ଖିଲାପକାରୀଙ୍କ ବିରୋଡଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି । ଏ ନେଇ ବିଏମ୍‌ସି ନର୍ଥ ଜୋନାଲ ଡେପୁଟି କମିଶନରଙ୍କ ନିକଟକୁ ଚିଠି ଲେଖିଛନ୍ତି । ବିଏମସି ନର୍ଥ ଜୋନ ଅଧିନରେ ଥିବା ମୋଟ୍ ୧୮ ଜଣଙ୍କ ଖିଲାପଧାରୀଙ୍କ ବିରୋଧରେ ବିଏମ୍‌ସି କାର୍ଯ୍ୟାନୁଠାନଗ୍ରହଣ କରିବ ।

LEAVE A REPLY

Please enter your comment!
Please enter your name here