ସେଓ ଦୂର କରିବ ଡାଇବେଟିସ୍‌

0
399
rr
tr

ଆଚିଭରର୍ସ ନ୍ୟୁଜ୍‌: ଦୁନିଆରେ ୪୦ କୋଟିରୁ ଅଧିକ ଲୋକ ନିଜର ମୋଟାପଣ ଓ ଡାଇବେଟିସ୍‌କୁ ନେଇ ଚିନ୍ତିତ । ଗତ ୩୦ ବର୍ଷଠୁ ଏବେ ବହୁ ସଂଖ୍ୟାରେ ବୃଦ୍ଧି ପାଇଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା । ଡାଇବେଟିସ୍ ଲୋକଙ୍କ ହାର୍ଟ ଆଟାକ୍ ଓ ହାର୍ଟ ଷ୍ଟ୍ରେକ୍ ହେବାର ଅଧିକ ଆଶଙ୍କା ରହିଥାଏ । ଏହାର ନିୟମିତ ଭାବେ ଔଷଧ ନଖାଇଲେ ରୋଗୀର ଜୀବନ ପ୍ରତି ବିପଦ ରହିଥାଏ । ତେବେ ଆସନ୍ତୁ ଜାଣିବା ସେଓ କେମତି କରିବ ଆପଣଙ୍କୁ ଡାଇବେଟିସ୍‌ରୁ ମୁକ୍ତ । ଏବଂ ଆପଣ କିପରି ପାଇପାରିବେ ଏଭଳି ଚିନ୍ତାରୁ ମୁକ୍ତି
ସେଓରେ ଭରପୁର ରହିଛି ଏନ୍ଥୋସାୟୋନିସ । ଯାହାକି ଶରୀରରେ ଥିବା ବ୍ଲଡ ସୁଗାରକୁ ରେଗୁଲେଟ୍ କରିବା ସହ ଶରୀରର ମେଟାବିଲିକ୍ ହାଡ଼କୁ ମଧ୍ୟ ସଜାଡ଼ି ଥାଏ ଯାହା ଫଳରେ ଜଣେ ଡାଇବେଟିସ୍‌ରୁ ସୁସ୍ଥ ହୋଇପାରିବେ । ତେବେ ଜଣେ ଡାଇବେଟିସ୍ ରୋଗୀ ସେଓ ଖାଇବା ଜରୁରୀ

LEAVE A REPLY

Please enter your comment!
Please enter your name here