ସୁସ୍ଥ ହେଲେ ଆଉ ଦୁଇ କୋରୋନା ଆକ୍ରାନ୍ତ

0
529
bvtrf
ghjhnb

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ କୋରୋନା ଆକ୍ରାନ୍ତ ।  ଏହି ଦୁଇ ଜଣ ଭୁବନେଶ୍ୱରର । ତେବେ ବର୍ତ୍ତମାନ ସୁଧା ଏମାନଙ୍କୁ ମିସାଇ 37 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 108ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।  ଏଥିରୁ 37 ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 70 ଆକ୍ରାନ୍ତ  ଚିକିତ୍ସିତ ହେଉଛନ୍ତି । ଜଣେ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here