ବ୍ରହ୍ମପୁର: ସୁରତରେ ପ୍ରତିଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସହରରେ ରାତ୍ର ୯ଟା ଠାରୁ ସକାଳ ୬ଟା ଯାଏଁ ରାତ୍ର କର୍ଫ୍ୟୁ ବଳବତ୍ତର ଥିବାବେଳେ କରୋନାକୁ ନିୟନ୍ତ୍ରଣ ପାଇଁ କମିସନରରେଟ ପୁଲିସ ପକ୍ଷରୁ ୩୦ମାର୍ଚ ଠାରୁ ୧୩ ଏପ୍ରିଲ ଯାଏଁ ୧୪୪ ଧାରା ଜାରି କରାଯାଇଛି । ଏହା ଦ୍ବାରା ୪ ଜଣରୁ ଅଧିକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସାମାଜିକ କାର୍ଯ୍ୟକ୍ରମ ଉପରେ ବି ପ୍ରତିବନ୍ଧକ ଲଗାଯାଇଥିବା ବେଳେ ସରକାରୀ, ଅର୍ଦ୍ଧ ସରକାରୀ ସେବା, ଅନ୍ତିମ ସଂସ୍କାର ଏବଂ ବାହାଘର କ୍ଷେତ୍ରରେ ଏହା ଲାଗୁ ହେବନାହିଁ।ସୋମବାରର କରୋନା ସ୍ଥିତିକୁ ଦେଖିଲେ ସୁରତ ସହରରେ ୬୦୩ ପଜିଟିଭ ଏବଂ ଗ୍ରାମଞ୍ଚଳର ୭୪ ମିସି ମୋଟ ସୁରତ ଜିଲ୍ଲାରେ ଆଜି ୬୭୭ ଜଣ କରୋନା ପଜିତିଭ ଚିହ୍ନଟ ହୋଇଛନ୍ତି। ସୁରତ ସିଟିରେ ୩ ଏବଂ ଗ୍ରାମାଞ୍ଚଳରେ ଜଣଙ୍କ ମୃତ୍ୟୁ ଘଟିଛି ।
Latest article
୪ ଦିନ ବନ୍ଦ ରହିବ ଏସ୍ବିଆଇର ଭୁବନେଶ୍ବର ମୁଖ୍ୟ ଶାଖା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର(ଏସ୍ବିଆଇ) ମୁଖ୍ୟ ଶାଖା ଆହୁରି ୪ ଦିନ ବନ୍ଦ ରହିବ। ମୁଖ୍ୟ କାର୍ଯ୍ୟାଳୟରେ ଆହୁରି ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି...
ସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ...
ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଏବେ ଚିନ୍ତା କରୁନୁ
ଭୁବନେଶ୍ଵର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି,...