ସୁଧାର ଆସୁଛି ଅର୍ଥ ବ୍ୟବସ୍ଥାରେ

0
479

ଦେଶରେ ବିକରାଳ ରୂପ ଧାରଣ କରିନି କରୋନା
ଆକ୍ରାନ୍ତ ଆରୋଗ୍ୟ ହାର ୫୦%ରୁ ଅଧିକ ହୋଇଛି
ଇିନା ମାସ୍କରେ ଘରୁ ବାହାରିବା ଆଦୌ ଉଚିତ ନୁହେଁ
ଅସାବଧାନତା ଯୋଗୁ ସବୁ ତପସ୍ୟା ପାଣିରେ ପଡ଼ିବ
ଆଜି ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୧/୦୬ (ବ୍ୟୁରୋ)- ଦେଶର ଅର୍ଥ ବ୍ୟବସ୍ଥାରେ ଧିରେ ଧିରେ ଟ୍ରାକକୁ ଫେରୁଛି । ଆଜି ଭିଡ଼ିଓ କନ୍‌ଫରେନ୍ସି ମାଧ୍ୟମରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ବରିଷ୍ଠ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଭାରତରେ କରୋନା ରୋଗୀଙ୍କ ହାର ୫୦ ପ୍ରତିଶତରୁ ଅଧିକ ହୋଇଛି । ଠିକ୍ ସମୟରେ ପଦକ୍ଷେପ ନିଆଯିବା ଫଳରେ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର କରୋନା ସଂକ୍ରମଣକୁ ରୋକାଯାଇପାରିଛି । କିଛି ସପ୍ତାହ ଭିତରେ ବିଦେଶରୁ ବହୁ ଲୋକ ନିଜ ଦେଶକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here