ସିଏଏ ସମର୍ଥନ ସଭାରୁ କଂଗ୍ରେସକୁ ଟାର୍ଗେଟ୍

0
512
dsa
ddf

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, ଆମେ ବିଧାନସଭାରେ ଆଗକୁ ବଢ଼ିଛୁ । ଓଡ଼ିଶାର ବିକାଶ ପାଇଁ ଓ ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମକରନ୍ତି । ମୁଁ ଏହି ମଞ୍ଚରୁ କଂଗ୍ରେସକୁ କହୁଛି ଆପଣଙ୍କର ୫୫ ବର୍ଷ ଓ ଆମର ୫ ବର୍ଷ ହିସାବ କରିନିଅ । ଓଡିଶାର ବିକାଶ ପାଇଁ ଓ ଜାତି ପାଇଁ ମୋଦି ସରକାର ବାଟ ଖୋଲିଛନ୍ତି ।

LEAVE A REPLY

Please enter your comment!
Please enter your name here