ସମୟର ଆହ୍ୱାନ ସ୍ୱୀକାର କରି ଆଗକୁ ବଢ଼ିବାକୁ ହେବ

0
150

ଆଚିଭର୍ସ ନ୍ୟୁଜ୍‌, ୦୯/୦୬ (ବ୍ୟୁରୋ)- କରୋନା ଡ଼ରିଲେ ଚଳିବ କି? କେତେବେଳେ ବି କମ୍ପାନୀରୁ ଡ଼ାକରା ଆସିପାରେ । ଅଜ୍ଞାତ ସ୍ଥାନ, ଲୋକ ବି ଅଜଣା । ମହାମାରୀ ‘କରୋନା’ ବାବଦରେ ଜାଣିବାର ବାଟ ନାହିଁ । ଦେଶରେ ତାମିଲନାଡୁର ସ୍ଥିତି ଭଲନାହିଁ । ପୁଣି ଚେନ୍ନାଇରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ହେଲେ ଭୟ କଲେ ଚଳିବ ନାହିଁ । ନିଜର କ୍ୟାରିୟର ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଅର୍ଥନୀତି ମଧ୍ୟ ମହତ୍ତ୍ୱ ରଖେ । ଏଣୁ ସମୟର ଆହ୍ୱାନକୁ ସ୍ୱୀକାର କରି ଆଗକୁ ଯିବାର ଅଛି । ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ବିରଞ୍ଚି ନାରାୟଣ ପାଢ଼ୀ ‘ୱାର୍କଫ୍ରମ୍ ହୋମ୍‌’ ରେ ଥାଇ ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here