ଆଚିଭର୍ସ ନ୍ୟୁଜ୍, ୦୯/୦୬ (ବ୍ୟୁରୋ)- କରୋନା ଡ଼ରିଲେ ଚଳିବ କି? କେତେବେଳେ ବି କମ୍ପାନୀରୁ ଡ଼ାକରା ଆସିପାରେ । ଅଜ୍ଞାତ ସ୍ଥାନ, ଲୋକ ବି ଅଜଣା । ମହାମାରୀ ‘କରୋନା’ ବାବଦରେ ଜାଣିବାର ବାଟ ନାହିଁ । ଦେଶରେ ତାମିଲନାଡୁର ସ୍ଥିତି ଭଲନାହିଁ । ପୁଣି ଚେନ୍ନାଇରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ହେଲେ ଭୟ କଲେ ଚଳିବ ନାହିଁ । ନିଜର କ୍ୟାରିୟର ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଅର୍ଥନୀତି ମଧ୍ୟ ମହତ୍ତ୍ୱ ରଖେ । ଏଣୁ ସମୟର ଆହ୍ୱାନକୁ ସ୍ୱୀକାର କରି ଆଗକୁ ଯିବାର ଅଛି । ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ବିରଞ୍ଚି ନାରାୟଣ ପାଢ଼ୀ ‘ୱାର୍କଫ୍ରମ୍ ହୋମ୍’ ରେ ଥାଇ ଏହା କହିଛନ୍ତି ।
Latest article
ପିପିଲି ଉପନିର୍ବାଚନ ପାଇଁ : ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଦଳ
ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେଡିର ସଜବାଜ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲି ଉପନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ପିପିଲି...
୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍ ‘ଷ୍ଟ୍ରେନ୍’ ବ୍ୟାପିଛି
ବିଶ୍ୱର ୭୦ଟି ଦେଶକୁ ଇଂଲଣ୍ଡ୍ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍ ‘ଷ୍ଟ୍ରେନ୍’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।ମହାମାରୀ ସଂକ୍ରାନ୍ତ ସଦ୍ୟତମ ସୂଚନାରେ ବିଶ୍ୱସ୍ୱାସ୍ଥ୍ୟ...
ଉତ୍ତର ପ୍ରଦେଶର ‘ରାମ ମନ୍ଦିର’ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର
୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ୍ ଅବସରରେ ରାଜପଥରେ ପ୍ରଦର୍ଶୀତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ...