ସମାନ କ୍ୟାମ୍ପସ୍‌ରେ କରୋନା ଏବଂ ଅନ୍ୟ ରୋଗୀଙ୍କ ଚିକିତ୍ସା

0
452

ଏମ୍‌ସକୁ ଯାଉନାହାନ୍ତି ରୋଗୀ
ଆଚିଭର୍ସ ନ୍ୟୁଜ୍‌, ୦୯/୦୬ (ବ୍ୟୁରୋ)- ରାଜ୍ୟ ସରକାର କରୋନା ରୋଗୀ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବାବେଳେ ଏମ୍‌ସରେ କିନ୍ତୁ ସମାନ କ୍ୟାମ୍ପସରେ କରୋନା ସହ ଅନ୍ୟ ରୋଗୀଙ୍କ ଚିକିତ୍ସା ମଧ୍ୟ ଚାଲିଛି । ଏବେ ଏମିତି ଅବସ୍ଥା ହୋଇଛି ଯେ ଏମ୍‌ସ ଡାକ୍ତର ମଧ୍ୟ କୋଭିଡ୍ ଆକ୍ରାନ୍ତ ହେଲେଣି । ଏମ୍‌ସ କର୍ତ୍ତୃପକ୍ଷ କିନ୍ତୁ ଗୋଟିଏ କ୍ୟାମ୍ପସରେ ସାଧାରଣ ରୋଗୀ ସହ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଯେଉଁ ଭୟରେ ଏବେ ଏମ୍‌ସକୁ ସାଧାରଣ ରୋଗୀ ଚିକିତ୍ସା ହେବାକୁ ଯିବାକୁ ଡରୁଛନ୍ତି ।

LEAVE A REPLY

Please enter your comment!
Please enter your name here